।। ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶିକାଙ୍କ ଦୁଇ ଦୁନିଆ ନୂଆପଡ଼ା ଜିଲ୍ଲା ଗସ୍ତ ।।

Jul 3, 2024 - 21:28
 0  13
।। ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶିକାଙ୍କ ଦୁଇ ଦୁନିଆ ନୂଆପଡ଼ା ଜିଲ୍ଲା ଗସ୍ତ ।।

ନୂଆପଡା : ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶିକା କଲ୍ୟାଣୀ ଦାସଙ୍କ ଦୁଇ ଦୁନିଆ ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ତଦାରକ କରିଥିଲେ । ତଦାରକ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଜୟ କୁମାର ପଟ୍ଟନାୟକ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 ନୂଆପଡାରୁ ଦେବଦାସ ପାଢ଼ୀଙ୍କ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ