।। ସାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟଙ୍କ ଶୋଷଣର ଶିକାର ନିରୀହ ଜନତା ବରୀ ।।

ଗୋଷ୍ଠୀ ସାସ୍ୟକେନ୍ଦ୍ର ଅଧାନରେ ରତ୍ନଗିରି ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ର ଅବସ୍ଥିତ । ପ୍ରାୟ ୫ଟି ପଞ୍ଚାଗଚର ଲୋକେ ଏହି ସାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କେନ୍ଦ୍ର ସରକାରଙ୍କଠାରୁ ରୁ ଆରମ୍ଭ କରି ରାଜ ସରକାର ଉନ୍ନ ନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ରୋଗୀମାନେ କିପରି ମାଗଣ ମାଗଣାରେ ଔଷଧ ବ୍ୟବହାର କରିପାରିବେ ସେଥିପାଇଁ ବିଭିନ୍ନ ଯୋଜନା କରୁଛନ୍ତି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






