।। ସରିନି ଡବଲ ମର୍ଡର ଭୟ l କୁନ୍ଦୁଲିରେ ପଡ଼ିଛି ଅଜଣା ମୃତ୍ୟୁ ଦେହ l।

Oct 28, 2023 - 04:22
 0  520
।। ସରିନି  ଡବଲ ମର୍ଡର ଭୟ l କୁନ୍ଦୁଲିରେ ପଡ଼ିଛି ଅଜଣା ମୃତ୍ୟୁ ଦେହ  l।

କୁନ୍ଦୁଲି ଡବଲ ମର୍ଡର ଘଟଣାକୁ ନେଇ କୋରାପୁଟ ଜିଲାରେ ଏକ ଭୟର ଲହରୀ ଖେଳି ଯାଇଥିବା ବେଳେ l ଆଜି ଏକ ଅଜଣା ମୃତ୍ୟୁ ଦେହ ପଡ଼ିଥିବା ଦେଖି ଲୋକେ ଆତଙ୍କିତ ହାଇଥିବା ଦେଖିବାକୁ ମିଳିଛି l ସେଆଡେ଼ ଡବଲ ମର୍ଡରକୁ ନେଇ ଯେତିକି ଭୟ l ଏପଟେ ଅଜଣା ମୃତ୍ୟୁ ଦେହକୁ ଦେଖି ତା ଠାରୁ ଅଧିକ ଭୟ କରୁଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲି ସ୍ଥିତ ତେନ୍ତୁଳି ପୁଙ୍ଗାର ଠାରେ l ଏକ ଅଜଣା ମୃତ୍ୟୁ ଦେହ ପଡ଼ିଥିବା ଦେଖିବାକୁ ମିଳିଛି l କୁନ୍ଦୁଲି ଡବଲ ମର୍ଡର ଘଟଣାର ଭୟ ନଶରୁଣୁ ଆଉ ଏକ ଅଜଣା ମୃତ୍ୟୁ ଦେହକୁ ଦେଖି l ଲୋକେ ଭୟଭୀତ ହାଇଥିବା ଦେଖାଯାଇଛି l ସେ କିଏ କଉଠିର ଲୋକ ଜଣା ପଡ଼ିନଥିବା ବେଳେ ହତ୍ୟା ନା ଆତ୍ମ ହତ୍ୟା ଲୋକଙ୍କ ମନରେ ଆଲୋଚନା କରାଯାଉଥିବା ଦେଖିବାକୁ ମିଳିଛି ସୂଚନା ପାଇ ପଟାଙ୍ଗୀ ଥାନା ଅଧିକାରୀ ଘଟଣା ସ୍ଥଳରେ ଆସି ଅଧିକା ତଦନ୍ତ କରିଥିବା ଜଣାପଡ଼ିଛି l

(ସେମିଳିଗୁଡ଼ା ଠାରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର )

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ