ଶିବ ଲିଙ୍ଗ ନିକଟରେ ନାଗ ସାପର ଆବିର୍ଭାବ
ତା : ୧୫.୦୭.୨୦୨୫ ରିଖ: ଶିବ ଶରଣ ରେ ସାପ ! ଶ୍ରାବଣ ସୋମବାର ଦିନ ଶିବ ଲିଙ୍ଗ ଦର୍ଶନ କରୁଛି ବାହାନ ନାଗ ସାପ ! ନାଗ ସାପ କୁ ଭଗବାନ ଶିବ ଙ୍କ ବାହାନ ବୋଲି କୁହାଯାଏ ! ଶିବ ମନ୍ଦିର ପ୍ରାଙ୍ଗଣ ରେ ନାଗ ସାପ ଦେଖିଲେ ଭକ୍ତ ନିଜକୁ ଭାଗ୍ୟବାନ ମନେ କରୁଥିବା ବେଳେ ଶ୍ରାବଣ ର ପ୍ରଥମ ସୋମବାର ଦିନ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ପଡୋଶୀ ରାଜ୍ୟ ଛତିଶଗଡ଼ କlଙ୍କେର ଜିଲ୍ଲା ରାମପୁର ଜୁନୱାନି ର ଏକ ଶିବ ମନ୍ଦିରରେ ! ଯେତେବେଳେ ଏହି ମନ୍ଦିର ରେ ବିଷ୍ଟ୍ନୁ ପୁରାଣ ପଡ଼ିବା ସମୟରେ ଏକ ନାଗ ସାପ ଶିବ ଲିଙ୍ଗ ତଳେ ଆସିଥିଲା ! ଏହି ଦୃଶ୍ୟ ଦେଖି ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ଥିଲା ଏବଂ ଏହାକୁ ଶୁଭ ମଧ୍ୟ ମାନିଥିଲେ ! ଏହି ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0