।। ଲମତାପୁଟ ରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ।।

Sep 17, 2024 - 20:04
 0  13
।। ଲମତାପୁଟ ରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ।।

ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଶୁଭ ଜନ୍ମ ଦିନରେ ଆଜି ସାରା ରଜ୍ୟ ରେ ସୁଭଦ୍ରା ଯୋଜନା କୁ ନେହିଁ,ଓଡ଼ିଶା କଣ ଅନୁ କଣ ରେ ହେଇଥିବା ବେଳେ ଲମତାପୁଟ ରେ ମଧ୍ୟ୍ୟ ଦେକିବା କୁ ମିଳିଛି, ଓଡିଶା ବାସୀ ଙ୍କୁ ଲୋକାର୍ପଣ କରିଛନ୍ତି। ଏହାକୁ ନେଇ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପ୍ରଶାସନ ତରଫ ରୁ ପ୍ରାୟ ୩୦୦୦ ମହିଳା ଙ୍କ ଗହାଣ ରେ ଶୁଭାରମ୍ଭ ହେଲା ସୁଭଦ୍ରା ଯୋଜନା।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ,କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଓ ବ୍ଲକ ଅଧ୍ୟକ୍ଷ ତାପସ କୁମାର ଚାଲାଣ ଗୋଷ୍ଟି ଉନ୍ନୟନ୍ ଅଧିକାରୀ ଜୟନ୍ତ କୁମାର ମେହେର, ,ଅତିରିକ୍ତ ଯନ୍ତ୍ରୀ ସନ୍ଦୀପ କୁମାର ମେହେର, ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ପାଙ୍ଗି ଙ୍କ ବ୍ଲକ ପ୍ରଶାସନ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ , ତାସହିତ ପ୍ରଧାନମନ୍ତ୍ରୀ ଆବାସ ଘର ର ୱାର୍କକର୍ଡ ମଧ୍ୟ୍ୟ ଦେଲେ, ବିଧାୟକ, ବିଡ଼ିଓ, ଜିଲ୍ଲା ପରିଷଦ,ବ୍ଲକ ଅଧ୍ୟକ୍ଷ, ଯଜ୍ଞ ହିତି ଅଧିକାରୀଙ୍କୁ ଦେଲେ,ବ୍ଲକ ର ୧୫ ଟି ପଞ୍ଚ୍ୟାୟତ୍ ର ସମବେତ ସମସ୍ତ ମହିଳା ମାନଂକୁ ସୁଭଦ୍ରା ଯୋଜନା ର ଲକ୍ଷ ତଥା ଏହାକୁ ନେଇ ଏକ ଆର୍ଥିକ ବିକାଶ ଶିଳ ଓଡିଶା ଗଢି ହେବା କଥା ପ୍ରକାଶ କରିଥିଲେ 1-ବାଇଟ-ରଘୁରାମ ମାଛ କୋରାପୁଟ ବିଧାୟକ ।

 ଲମତାପୁଟ ସୁବାଷ ମାଳି ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ