।। ଲମତାପୁଟ ଉପାଧ୍ୟକ୍ଷାଙ୍କ ଘର ସାମ୍ନାରେ ଶତାଧିକ ଶ୍ରମିକ ଧାରଣା ରେ ବସିଲେ ।।

Jul 11, 2024 - 18:08
 0  344
।। ଲମତାପୁଟ ଉପାଧ୍ୟକ୍ଷାଙ୍କ ଘର ସାମ୍ନାରେ ଶତାଧିକ ଶ୍ରମିକ ଧାରଣା ରେ ବସିଲେ ।।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଉମ୍ବେଲ ପଞ୍ଚାୟତର ଉମ୍ବେଲ ଗ୍ରାମର ବ୍ଲକ ଉପାଧ୍ୟକ୍ଷା ତୁଲା ଖରା ତାଙ୍କ ସ୍ୱାମୀ ସାଦେବ ଖରା ଲମତାପୁଟ ଉପାଧ୍ୟକ୍ଷାଙ୍କ ଘର ସାମ୍ନାରେ ଶତାଧିକ ଶ୍ରମିକ ମାନେ ଧାରଣାରେ ବସିଛନ୍ତି ପୁରୁଷ ଏବଂ ମହିଳା।ଟିକାଧାର୍ ମାନେ 5T ସ୍କୁଲ,ଏମ୍ ଜି ଏନର୍ଜି କାମ ସମ୍ପୂର୍ଣ୍ଣ ହୋଇ ବର୍ଷକ ବିତିଗଲାଣୀ ହେଲେ ଲମତାପୁଟ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ସାଦେବ ଖରା ସବୁ ଟିକାଧାର୍ ଏବଂ ଶ୍ରମିକଙ୍କୁ ପଇସା ନ ଦେଇ ୪୫ ,୪୧,୯୩୯ ଲକ୍ଷ୍ୟ ଟଙ୍କା ହଡ଼ପ କରିଥିବା ଗ୍ରାମବାସୀ ମାନେ ଅଭିଯୋଗ କରି ଲମତାପୁଟ ବ୍ଲକ ଉପାଧ୍ୟକ୍ଷାଙ୍କ ଘର ସାମ୍ନାରେ ଶ୍ରମିକ ମାନେ ଧାରଣାରେ ବସିଛନ୍ତି ।ଯୁ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କ କାମ କରିଥିବା ଟଙ୍କା ପେରସ୍ତ କରାନଯାଏ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପର୍ଯ୍ୟନ୍ତ ଧରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।ଜଣେ ବ୍ଲକ ଉପାଧ୍ୟକ୍ଷା ହୋଇ ଶ୍ରମିକ ମାନଙ୍କ ଟଙ୍କା ହଡ଼ପ କରିବାକୁ କିଏ ସାହସ ଦେଲା ନାଁ ନିଜ ସମ୍ପତ୍ତି ବୋଲି ଭାବିଲା ଶ୍ରମିକ ମାନଙ୍କ ପାଇସା ହଡ଼ପ କରିବାକୁ ଚେଷ୍ଟା କଲା ତାହା ଜାଣିପାରୁନନ୍ତି ଶ୍ରମିକ। ଦେଖାଯାଉ କେବେ ଏହି ଶ୍ରମିକ ମାନଙ୍କ ଟଙ୍କା ପାଇପାରିବେ ବୋଲି ଜିଲ୍ଲାପାଳ ଏବଂ ବ୍ଲକ ପ୍ରଶାସନଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ବୁଦ୍ଧିଜୀବୀ ମହଲରେ ଗ୍ରାମବାସୀ ଦାବି କରିଛନ୍ତି ଏହି ଘଟଣା ସମ୍ପର୍କରେ ଫୋନ୍ ମାଧ୍ୟମରେ ଯଗାଯୋଗ କରିଥିବା ବେଳେ ନବନିର୍ବାଚିତ ବିଧାୟକ ରଘୁରାମ ମାଛଙ୍କୁ ପଚାରିବାରୁ ସେ ବିଜେଡି ଶାସନ କାଳରେ ଏହି ପରି ଦୁର୍ନୀତି ଚାଲିଥିଲା ତାହାକୁ ପର୍ଦାଫାସ୍ ସୁନିସ୍ତତ କରାଯିବ ବୋଲି କହିବା ସହିତ ଏହି ଏକ ଦୁଃଖଦ ଘଟଣା ଏହାର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ରଘୁରାମ ମାଛ।ବ୍ଲକ ପ୍ରଶାସନ ଯନ୍ତ୍ରୀ ଦେଖାଯାଉ କେବେ ଏହି ଶ୍ରମିକ ମାନଙ୍କ ଟଙ୍କା ପାଇଁ ପାରିବେ ତାହା ଦେଖିବାକୁ ବାକି ରହିଲା ବୋଲି ଜିଲ୍ଲାପାଳ ଏବଂ ବ୍ଲକ ପ୍ରଶାସନଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ବୁଦ୍ଧିଜୀବୀ ମହଲରେ ଗ୍ରାମବାସୀ ଦାବି କରିଛନ୍ତି ଏହି ଘଟଣା ସମ୍ପର୍କରେ ଫୋନ୍ ମାଧ୍ୟମରେ ଯଗାଯୋଗ କରିଥିବା ବେଳେ ନବନିର୍ବାଚିତ ବିଧାୟକ ରଘୁରାମ ମାଛଙ୍କୁ ପଚାରିବାରୁ ସେ ବିଜେଡି ଶାସନ କାଳରେ ଏହି ପରି ଦୁର୍ନୀତି ଚାଲିଥିଲା ତାହାକୁ ଦିନ ଆସିଲା ପର୍ଦାଫାସ୍ ସୁନିସ୍ତତ କରାଯିବ ବୋଲି କହିବା ସହିତ ଏହି ଏକ ଦୁଃଖଦ ଘଟଣା ଏହାର କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ରଘୁରାମ ମାଛ ।

 

ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad -4
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ