ରାୟଗଡ଼ା ଜିଲ୍ଲା chandili ପୋଲିସ କୁ ମିଳିଛି ସଫଳତା

Sep 14, 2024 - 17:04
 0  8
ରାୟଗଡ଼ା ଜିଲ୍ଲା  chandili ପୋଲିସ କୁ ମିଳିଛି ସଫଳତା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା chandili ପୋଲିସ କୁ ମିଳିଛି ସଫଳତା। ଚଳିତ ମାସ 9 ତାରିଖ ଦିନ ଲୁଟ୍ ହୋଇଥିବା ଘଟଣା ରେ ପୋଲିସ ଜଣେ ନାବାଳକ ସମେତ୍ 4 ଜଣ ଙ୍କୁ ଗିରଫ କରିବା ସହିଁତ 2 ଗୋଟି ମୋଟର ସାଇକଲ , 4 ଗୋଟି ମୋବାଇଲ ,90 ହଜାର ଟଙ୍କା ସହିତ ନକଲି ବନ୍ଧୁକ ଓ ଭୁଜାଲି ଜବତ୍ କରିଛି । ଭାରତ ଫାଇନାନ୍ସ ବ୍ୟାଙ୍କ୍ ର ମ୍ୟାନେଜର ସୁକାନ୍ତ କୁମାର ଙ୍କ ଠାରୁ ତରାଳାବଡି ନିକଟରେ 9 ଜଣ 172000 ଟଙ୍କା ଲୁଟ ହୋଇଥିଲ। ସେମାନେ ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଭୟବିତ କରିଥିବା ନେଇ ଅଭିଯୋଗ ହୋଇଥିଲା ।ଘଟଣା ର ତଦନ୍ତ କରି ଏକ ପୋଲିସ ଦଳ 4 ଜଣଙ୍କୁ ଗିରଫ କରିଛନ୍ତି । ଘଟଣା ରେ ଜଡ଼ିତ ଅନ୍ୟ 5 ଜଣ ଫେରାର ଅଛନ୍ତି । ଅଭିଯୁକ୍ତ 3 ଜଣଙ୍କୁ sdjm କୋର୍ଟ ଓ ଅନ୍ୟଜଣେ ନାବାଳକ ଅଭିଯୁକ୍ତକୁ ଭବାନୀପାଟଣା juvenile court କୁ ପଠା ଯାଇଛି। byte ରଶ୍ମି ରଂଜନ ସେନାପତି , sdpo ରାୟଗଡ଼ା ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ