ରାସ୍ତାରେ ଯିବାକୁ ଭୟ

ବରୀ କଳାମାଟିଆ ରାସ୍ତାରୁ ଅଲିପୁର କୁ ସଂଯୋଗ କରୁଥିବା ରାସ୍ତା ଦୁଇ ପାର୍ଶ୍ବରେ ଅନାବନା ଗଛ ସହିତ ତଣ୍ଡି ମାଡି ଆସିବାରୁ ଯାତ୍ରୀ ମାନେ ଯିବାକୁ ଭୟ କରୁଛନ୍ତି । ପ୍ରକାଶ ଥାଉକି ଏହି ରାସ୍ତାଟି ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ବରୀ ବ୍ଳକ ଓ ଗୋପବନ୍ଧୁ ଚୌଧୁରୀ କଲେଜ, ବ୍ୟଙ୍କ ଆଦିର ମୂଖ୍ୟ ରାସ୍ତା ଅଟେ ଟେ । ଏହି ରାସ୍ତା ଦେଇ ପ୍ରତିଦିନ ସହ ସ ସହ ଲୋକ ଯାତାୟତ କରିଥାନ୍ତି ଏହି ରାସ୍ତାରେ ଆଲୋକିକରଣ ବ୍ୟବସ୍ଥା ନଥିବା ସହିତ ରାସ୍ତାର ଦୁଇ ପାର୍ଶ୍ବରେ ଅନାବନା ଗଛ ଓ ତଣ୍ଡି ବଣ ହିଥିବାରୁ ସଂନ୍ଧ୍ୟା ହେଲେ ଲୋକ ମାନେ ଯ ଯାତାୟତ କରିବାକୁ ଭୟ କରୁଛନ୍ତି । ବିଶେଷ କରି ଅରଙ୍ଗାବାଦ ,ଉଦୟନାଥ ଥପୁର ଓ ରତଳାଙ୍ଗ ଆଦି ପଂଚାୟତ ୟତର ଲୋକ ମାନେ ବରୀ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି I କିନ୍ତୁ ଏବେ ଏହି ଏହି ରାସ୍ତା ଦେଇ ଯିବାକୁ ଲୋକ ମାନେ ଭୟ କରୁଥିବାରୁ ସଂନ୍ଧ୍ୟା ପରେ ରେ ଏହି ରାସ୍ତା ସୁନ ସାନ ହୋଇ ପଡ଼ୁ ପଡୁଥିବା ଦେଖିବାକୁ ମିଳିଛି। ଖକୁ ନେଇ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଯାହାକୁ ଦେବାକ୍ ବାକୁ ସାଧାରଣରେ ଦାବି ହୋଇଛି I
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






