ମୃତୁ ମୁହଁ ରୁ ବଞ୍ଚି ଲେ ଦୁଇଶିଶୁ ସମେତ ବାପା

Aug 20, 2024 - 10:16
 0  15
ମୃତୁ ମୁହଁ ରୁ ବଞ୍ଚି ଲେ ଦୁଇଶିଶୁ ସମେତ ବାପା

ଏ ଦୃଶ୍ୟ ହଉଚି କୋରାପୁଟ ଜିଲ୍ଲା ବୈପାରୀଗୁଡା ଅନ୍ତର୍ଗତ କୋଟା ଗାଁ ବୁଲାଣି ରେ ।ସୂଚନା ମୁକାବତ ମାଲକାନଗିରି ରୁ ଦୁଇ ଶିଶୁ ଦରି ଜଗଦଳପୁର ବିଧ୍ୟଳୟକୁ ଛାଡିବା କୁ ଯାଉଥିଲା ବାପା ହେଲେ ଭାଗ୍ୟ ତାଙ୍କର ଖରାପ ଯେ ଜୟପୁରୁ ଆଡରୁ ଆସୁଥିବା ଏକ କଣ୍ଟେନର ହଟାତ ସାମନ୍ନା ସାମନ୍ନି ହେବାଜଗୁ କଣ୍ଟେନର ଡ୍ରାଭର ବୁଦି ବଲରେ କାର ବିତରେ ଥିବା ଜାତ୍ରୀ କୁ ବଞ୍ଚାଇଦେଲା କଣ୍ଟିନର ଡ୍ରାଭର କାର ବିତରେ ତିଳେ ଦୁଇ ଶିଶୁ ତାଙ୍କ ବାପା ବାଗ୍ୟ ତାଙ୍କର ଭଲ ଯେ କାହାକୁବି କିଛି ମାଡ଼ ହେଇନି କି ଆଘାତ ହେଇନାହିଁ କିନ୍ତୁ ଅଳ୍ପକେ ବଞ୍ଚିଲେ ଦୁଇ ପୁଅ ଓ ବାପ ।

ଲମତାପୁଟରୁ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ