।। ମିଶନ ଶକ୍ତି ରାଜ୍ୟ ଉପଦେଷ୍ଟା ଡଃ, ଲୋପାମୁଦ୍ରା ବକ୍ସିପାତ୍ର କୋଲନରା ବ୍ଲକ ଗସ୍ତ ।।

Dec 7, 2023 - 18:46
 0  13
।। ମିଶନ ଶକ୍ତି ରାଜ୍ୟ ଉପଦେଷ୍ଟା ଡଃ, ଲୋପାମୁଦ୍ରା ବକ୍ସିପାତ୍ର କୋଲନରା ବ୍ଲକ ଗସ୍ତ ।।

ରାୟଗଡ଼ା ଜିଲ୍ଲା ଦ୍ଵାରା ପରିଚାଳିତ କୋଲନରା ବ୍ଲକ ଗସ୍ତ ରେ ମିଶନ ଶକ୍ତି ବିଭାଗ ରାଜ୍ୟ ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ଆଜି କୋଲନରା ବ୍ଲକ ଗସ୍ତ କରି ଥିବା ଦେଖିବାକୁ ମିଳିଛି । ଏହି ପେରିପ୍ରେକ୍ଷୀରେ କଲୋନରା ବ୍ଲକ ର ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ଲକ ର ଶହ ଶହ ମିଶନ ଶକ୍ତି ମହିଳା ମାନେ ଏକ ତ୍ରୀତ କରି ଶ୍ରୀ ଯୁକ୍ତା ଲୋପାମୁଦ୍ରା ବକ୍ସିପାତ୍ର ଙ୍କୁ ବିପୁଳ ପରିମାଣର ସ୍ବାଗତ ସମ୍ବର୍ଦ୍ଧନା ଦେଇ ଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବ୍ଲକ ବୈଠକ ସଭାଗୃହ ଠା ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା , ଉକ୍ତ ବୈଠକରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୟା ମାଝି, ଖ ଜନ୍ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀଯୁକ୍ତ ଧବଳେଶ୍ଵର ନାୟଡୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତା ରୀନା ପ୍ରଧାନ, ସି,ଡି,ପି,ଓ , ଓ ମିଶନ ଶକ୍ତି ପରିଚାଳକ କୋଲନରା ବ୍ଲକ ର ପ୍ରମୁଖ ବ୍ୟକ୍ତି ମଞ୍ଚାସିନ ଥିବା ଦେଖିବାକୁ ମିଳିଥିଲା । ବୈଠକ କରେ ବ୍ଲକ ର ପ୍ରାୟ ୫୦୦ ସହ ମିଶନ ଶକ୍ତି ମହିଳା ଉପସ୍ଥିତ ରହି ଥିଲେ ।

ରାୟଗଡ଼ା ଜିଲ୍ଲା ମୁନିଗୁଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ