।। ଭୋଟବର୍ଜନ କଲେ ତୁମନି ଖୋଲ ଗ୍ରାମ ବାସି ।।

May 13, 2024 - 17:13
May 13, 2024 - 17:47
 0  317
।। ଭୋଟବର୍ଜନ କଲେ ତୁମନି ଖୋଲ ଗ୍ରାମ ବାସି ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ତୁମନି ଖୋଲ ଗ୍ରାମ ବାସି ଭୋଟ ବର୍ଜନ କରିଥିବା ଜଣାପଡିଛି l ସାଧାରଣ ନିର୍ବାଚନରେ ତା 13/05/2024 ରିଖ ସୋମବାର ଦିନ ରେ ହୋଇ ଥିବା ପ୍ରଥମ ପର୍ଯ୍ୟାୟ ହୋଇ ଥିବା ମତଦାନ ରେ ତୁମନି ଖୋଲ ଗ୍ରାମ ବାସି ଭୋଟ ଦେଇ ନ ଥିବା ଦେଖିବାକୁ ମିଳିଛି l କୋଷା୍ଵରା ଠାରେ 159ନମ୍ବର ବୁତ କେନ୍ଦ୍ରରେ ତୁମନି ଖୋଲ ଗ୍ରାମ ବାସି ମତଦାନ ସାବାସ୍ତ୍ୟ କରିନାହାନ୍ତି l ନିଜର ମୌଳିକ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ସୁଦ୍ଧା ପ୍ରଶାସନ ନିରବ ଦ୍ରଷ୍ଟା ସାଜିବା ତାହା ଗଣତନ୍ତ୍ର ପାଇଁ ଲଜ୍ୟା ର ବିଷୟ ପାଲଟିଛି l ନା ଅଛି ରାସ୍ତା, ବିଦ୍ୟୁତ, ପାନୀୟ ଜଳ,ବ୍ୟବସ୍ତା l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ