।। ଭିଜିଲାନ୍ସ ପଞ୍ଝା ରେ ଦୁଇ ପୋଲିସ ଅଧିକାରୀ ! ଲାଞ୍ଚ ନେଇ ଧରାପଡିଲେ ଦୁଇ ପୋଲିସ ଅଧିକାରୀ ।।

Sep 22, 2024 - 10:04
 0  79
।। ଭିଜିଲାନ୍ସ ପଞ୍ଝା ରେ ଦୁଇ ପୋଲିସ ଅଧିକାରୀ ! ଲାଞ୍ଚ ନେଇ ଧରାପଡିଲେ ଦୁଇ ପୋଲିସ ଅଧିକାରୀ ।।

ଭିଜିଲାନ୍ସ ପଞ୍ଝା ରେ ଦୁଇ ପୋଲିସ ଅଧିକାରୀ ! ଲାଞ୍ଚ ନେଇ ଧରାପଡିଲେ ଦୁଇ ପୋଲିସ ଅଧିକାରୀ ! ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୋଲିସ ଅଧିକାରୀ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲି ରୁ ଜବତ ବାଇକ ମୁକୁଳାଇବା ବାବଦ ରେ ବରଦେଇ ଗାଁ ର ଲକ୍ଷ୍ମଣ ହରିଜନ ଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ! ସରକାରୀ ବାସଭବନ ଓ ଥାନା ରେ ଛାନଭିନ କରୁଛି ଭିଜିଲାନ୍ସ ଟିମ ! ଦୁଇ ପୋଲିସ ଅଧିକାରୀ ହେଲେ ପ୍ରବେଶନାରୀ ପିରିୟଡ଼ ରେ ଥିବା ସବ୍ ଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୋଲିସ ଏ.ଏସ.ଆଇ. ଥିବା ଶିବ ପ୍ରସାଦ ଦଳେଇ ! ଶିବ ପ୍ରସାଦ ଦଳେଇ ମଧ୍ୟସ୍ଥି ସାଜି ଥିବା ବେଳେ ରଘୁନାଥ ହଂସଦା ରେଡ଼ ହେଣ୍ଡ୍ ଧରା ପଡିଥିଲେ ! ଉଭୟ ଙ୍କ ସରକାରୀ ବାସଭବନ ସମେତ ଥାନା ରେ ଛାନବିନ କରୁଛି ଭିଜିଲାନ୍ସ ଟିମ ! ତଦନ୍ତ ଜାରି ରହିଛି ! ଏହି ଚଢ଼ାଉ ରେ ନବରଙ୍ଗପୁର ଇ କୋରାପୁଟ ଦୁଇ ଟି ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ