ଭାଟି ମେନେଜର ବାବୁ ମହିଳା କୁ ଅପହରଣ କରି କଲା ଦୁଷ୍କର୍ମ

Jun 8, 2025 - 07:17
 0  322
ଭାଟି ମେନେଜର ବାବୁ ମହିଳା କୁ ଅପହରଣ କରି କଲା ଦୁଷ୍କର୍ମ

ବିହାରୀ ବାବୁ ସୁନ୍ଦର ମହିଳା କୁ ଦେଖି ସହି ନ ପାରି ସେକ୍ସ କରିବା ପାଇ ମନ ବଲାଉଥିଲା l ଦୁର୍ଗମ ଅଞ୍ଚଳ ର ଲୋକଙ୍କ ସରଳତା ଦେଖି ଜଣେ ମହିଳା ବଜାର କୁ ଯାଉଥିବା ସମୟରେ ହଠାତ ଅଡ୍ରି ଭାଟିମହୁଲ ପାଟଣା ବ୍ରାଞ୍ଚ ର ମେନେଜର ବାବୁ ଅପହରଣ କରି ଦୁଷ୍କର୍ମ କରୁଥିବା ନେଇ ପୀଡିତା ମହିଳା କଣ କହୁଛନ୍ତି ଶୁଣି ନିଅନ୍ତ l (ପୀଡିତା ଙ୍କ ପ୍ରତି କ୍ରିୟା)ଶୁଣିଲେ ତୋ ପିଡିତାଙ୍କର କହିବା ଅନୁସାରେ ଏକୁଟିଆ ଦେଖି ବିହାରୀ ବାବୁଜବରଦସ୍ତ ମଟର ସାଇକେଲ ରେ ବସେଇ ବଜାର ଯାଉଥିବl ରାସ୍ତା କୁ ଛାଡି ନିଛାଟିଆ ଜଙ୍ଗଲ ରାସ୍ତା କୁ ହାତ ଧରି ଟାଣି ଟାଣି ନେଇ ଦୁଷ୍କର୍ମ କଲା l ପରେ ମହିଳା ର ଚିତ୍ତ କାର ଶୁଣି ଆମ୍ବ ଗୋଟାଇବାକୁ ଯାଇ ଥିବା କିଛି ସ୍ଥାନୀୟ ଯୁବକ ମାନେ ମହିଳାଙ୍କୁ ଉଦ୍ଧାର କରିଥିଲେ ବୋଲି ପୀଡିତା ମହିଳା ପ୍ରକାଶ କରିଥିଲେ l ଏହାକୁ ନେଇ ପୀଡିତା ଙ୍କ ସ୍ୱାମୀ କଣ କହୁଛି ଶୁଣି ନିଅନ୍ତୁ l ଦର୍ଶକ ବନ୍ଧୁ ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲ ପାଟଣା ପଞ୍ଚାୟତ ବଡ଼ ସୁପଲି ମଶାଣି ଆମ୍ବ ତୋଟା ରେ ଘଟିଛି l ପ୍ରାପ୍ତ ସୂଚନା ଅନୁସାରେ ଅଡ୍ରି ପଞ୍ଚାୟତ ର ପେଙ୍ଗଦୁଷି ଗାଁ ର ମହିଳା l ଏମିତି ଯଦି ବିହାରୀବାବୁ ମାନେ ନାରୀ କୁ ସଂମ୍ମାନ ଦେବା ବଦଳରେ ତାର ଅଲଟା ଦୁଷ୍କର୍ମ କରିଛି l ତେଣୁ ଏହାକୁ ନେଇ ମହିଳା ମାନେ ହେଉ ଯୁବତୀମାନେ ଏକୁଟିଆ ରାସ୍ତାରେ ଚାଲିବା ଭୟଭିତ ହୋଇଛି l ମାଆ ଭଉଣୀମାନଙ୍କୁ ଖରାପ ନଜିର ରଖିବା ବାବୁ ମାନଙ୍କୁ ନେଇ ସ୍ଥାନୀୟ ଲୋକକଣ କହୁଛି ଶୁଣି ନିଅନ୍ତୁ l ଦେଶୀ ମଦ ଭାଟି ମଦ ପିଇ ସାଧାରଣ ଲୋକଙ୍କ ଘର ଉଜାଡିବା ସହ ବହୁ ଲୋକଙ୍କ ଧନ ସମ୍ପତି ନଷ୍ଟ ହୋଇଛି l ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଶୁଣିନିଅନ୍ତୁ l ମଦ ଭାଟି ସବୁ ରାସ୍ତା ପାର୍ଶ୍ଵ ରେ ରହିଥିବା ଯୋଗୁଁ ଏହାକୁ ବିରୋଧ କରି ଭାଟିକୁ ସ୍ଥାନାନ୍ତର କରିବାକୁ ସାଧାରଣ ଜନତା ଙ୍କ ଦାବି ହେଉଛି l ସ୍ଥାନୀୟ ପୂର୍ବତନ ସରପଞ୍ଚ ଘଟଣା କୁ ନେଇ କଣ କଣ କହୁଛି ଶୁଣନ୍ତୁ l ଏହା ଆମ ମନ ଗଢ଼ା କାହାଣୀ ଲେଖୁନୁ l ହଁ ଆମେ ଜନତାଙ୍କ ସ୍ୱର ଉଠେଇବା କାମ ଗଣମାଧ୍ୟମର କାମ ଆମେ କିଛି କହୁନୁ l ଯାହା ଲୋକେ ଯାହାକହିଲ ତାହା ଆମେ ଗ୍ରାଉଣ୍ଡ ଜିରୋ କୁ ଯାଇଖବର ସଂଗ୍ରହ କରି ଖବର ଦେଖାଇବା ପାଇଁ ଚେଷ୍ଟା କରିଛୁ l ଦେଖା ଯାଉ ଖବର ପ୍ରସାରଣ ହେଲା ପରେ ପୀଡିତା ଙ୍କୁ ନ୍ୟାୟ ମିଳୁଛି ତାହା ସମୟ କୁ ଅପେକ୍ଷା l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ