।। ଭଙ୍ଗା ଦଦରା ଘରେ ଜରି ଟାଙ୍ଗି କଟୁଛି ୫ ଟି ଜୀବନ ।।

Jul 6, 2024 - 17:46
 0  12
।। ଭଙ୍ଗା ଦଦରା ଘରେ ଜରି ଟାଙ୍ଗି କଟୁଛି ୫ ଟି ଜୀବନ ।।

ସରକାରଙ୍କ ଯୋଜନା ମାଳ ମାଳ ଏଠାରେ ପହଞ୍ଚି ପାରୁନି ପ୍ରଶାସନ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଠାରୁ ମାତ୍ର କିଛି ଦୂରରେ ରହିଛି ଦୁତିୟ ଶିବ ନାରାୟଣ ପୁରୁ ଏହି ଗ୍ରାମରେ ରହି ଆସୁଛନ୍ତି ଟେମ୍ପ ମୁଣ୍ଡା ସ୍ତ୍ରୀ ସଂବାରୀ ମୁଣ୍ଡା ଓ ଦୁଇ ଝିଅ ଗୋଟିଏ ପୁଅ ଏହିପରିବା ପାଖରେ ଭଲ ଘର ଖଣ୍ଡିଏ ନାହିଁ ନଥିବାବେଳେ ସେ ମାନେ ଜରି ଟାଙ୍ଗି ରହୁଛନ୍ତି ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହୁଛନ୍ତି ଟେମ୍ପ ମୁଣ୍ଡା କୁ ଯଦି ପ୍ରଶାସନ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ