ବିଡ଼ିଓଙ୍କୁ ମାଡ ଘଟଣାରେ ୪ ଅଟକ : ତଦନ୍ତ ଆରମ୍ଭ
ନୂଆପଡା: ନୂଆପଡା ବିଡ଼ିଓଙ୍କୁ ମାଡ ଘଟଣାରେ ଥାନାରେ ଅଭିଯୋଗ । ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଡ଼ିଓ ରୋହିତ ଭୋଇ । ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ପଞ୍ଚାୟତ ମୁଖ୍ୟାଳୟରେ ହେବାକୁ ଥିବା ପଞ୍ଚାୟତ ଗୃହ ବାଲୋଦା ଠାରେ ନିର୍ମାଣକୁ ନେଇ ବିରୋଧ କରିଥିଲେ କିଛି ଗ୍ରାମବାସୀ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାମ ଚାଲୁଥିଲା । ଆଜି କିଛି ଅସମାଜିକ ଯୁବକ କାର୍ଯ୍ୟାଳୟକୁ ଆସି ବିଡ଼ିଓଙ୍କୁ ମାଡ ମାରିଥିଲେ । ଏନେଇ ପୁଲିସରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଏସଡ଼ିପିଓ ସ୍ୱାଧୀନ ମିଶ୍ର ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0