।। ବିଜୁ ପଟ୍ଟନାୟକ ନୂତନ ବସଷ୍ଟାଣ୍ଡ ରେ ଚାରଟି ବସ ଅଗ୍ନିକାଣ୍ଡ ରେ ହୁତୁ ହୁତୁ ହୋଇ ଜଳି ଗଲା ।।

Jun 1, 2024 - 19:39
 0  479
।। ବିଜୁ ପଟ୍ଟନାୟକ ନୂତନ ବସଷ୍ଟାଣ୍ଡ ରେ ଚାରଟି ବସ ଅଗ୍ନିକାଣ୍ଡ ରେ ହୁତୁ ହୁତୁ ହୋଇ ଜଳି ଗଲା ।।

ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ନୂତନ ବସ୍‌ଷ୍ଟାଣ୍ଡରେ ବସ ମାଲିକ କିରଣ କୁମାର ସାହୁଙ୍କର , 6ଟି ବସ୍‌ ରହିଥିଲା। ସେଥିରୁ 4ଟି ବସ୍‌ ହଠାତ୍ କୈାଣସି କାରଣରୁ ନିଆଁ ହୁତୁ ହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡର କେଉଁ କାରଣ ରେ ହେଇଥିଲା ତାହା ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ ହେଁ ନିଆଁକୁ ଆୟତ୍ତ କରିପାରିନଥିଲେ । ଗାଡ଼ି ନଂ ଓଆର୍‌ ୦୮ ଏଚ୍‌ ୦୪୨୧, ଓଡି ୧୮ ୧୩୫୯, ଓଡି ୦୨ ଏସ୍‌ ୫୦୩୩। ଆଉ ଦୁଇ ଟି ଗାଡ଼ି ପୂରା ଜଳି ଯାଇଥିବାରୁ ନମ୍ବର ଜଣାପଡ଼ିନାହିଁ।ଏଥିରେ ବିଷମକଟକର ସମସ୍ତ ଗ୍ରାମବାସୀ ଓ ପୋଲିସ ପ୍ରଶାସନ ର ସାହାଯ୍ୟ ସହଜଗ କରିବା ଦେଖିବାକୁ ମିଳିଥିଲା l ଏହି ଚାରିଟି ବସ୍ କେଉଁ କାରଣ ରୁ କେମିତି ନିଆଁ ଲାଗି ହୁତୁ ହୁତୁ ହୋଇ ହଠାତ୍ ଗଳିଗଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସ୍ଥାନୀୟ ବାସିନ୍ଦା ଙ୍କ ତରଫରୁ ଖବର ନେବାରେ ଜଣାଯାଇଛି।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ