।। ବର୍ଷାକୁ ଖାତିର ନ କରି ଅଣ୍ଟା ଭିଡ଼ିଲେ ବରୀ ବିଧାୟକ ବିଶ୍ବରଞ୍ଜନ ।।

Oct 27, 2024 - 16:52
 0  115
।। ବର୍ଷାକୁ ଖାତିର ନ କରି ଅଣ୍ଟା ଭିଡ଼ିଲେ ବରୀ ବିଧାୟକ ବିଶ୍ବରଞ୍ଜନ ।।

ଲଗାଣ ବର୍ଷାରେ କଚ୍ଚା ଘରେ ବସବାସ କରୁଥିବା ଲୋକଙ୍କ ହାଲ ବେହା ବହାଲ୍। ତୁହାକୁ ତୁହା ବର୍ଷାରେ ପାଲ ପାଇଁ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳି ଥିଲା ଲା ବରୀ ତହସିଲରେ । ଖବର ପାଇ ପହଞ୍ଚିଲେ ବରୀ ବିଧାୟକ । ଆଉ ସମସ୍ୟାର ହେଲା ସମାଧାନ। ତୁରନ୍ତ ପାଲ ଗଲା ପ୍ରତି ପଞ୍ଚାୟତକୁ । ବାତ୍ୟା ଦାନାର ପ୍ରଭାବରେ ଦୁଇ ଦିନ ଧରି ଲାଗି ରହିଛି ବର୍ଷା ସାଂଗକୁ ମଧ୍ୟମ ଧରଣ ପବନ। ଆଉ ନାହିଁ ନ ଥୁବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କଋ ଘରେ ଘରେ ବସବାସ କରୁଥିବା ଲୋକମାନେ। ଅନେକ କଚ୍ଚା ଘ ଘରର କାନ୍ଥ ଗଳି ପଡ଼ିଥିବା ଦୃଶ୍ଯ ସମ୍ନା ସମ୍ନାକୁ ଆସିଛି। ସେହିପରି ଲଗାଣ ବର୍ଷା ପ୍ରଭାବରେ ଗୁହାଳ ଘର ଗୁଡ଼ିକ ଭାଙ୍ଗି ଠିକ ଭାଙ୍ଗି ଯିବାରୁ ଗାଈ ଗୋରୁମାନେ ମଧ୍ୟ ବାସ ଗୃହ ଗୃହ ହରାଇ ବସିଛନ୍ତି। ଯାହାକୁ ନେଇ ଆଜି ଏତେ ବର୍ଷା ସତ୍ତ୍ବେ ପାଲ ପାଇଁ ବରୀ ତହସିଲ୍ ଅଫିସ ସମ୍ମୁଖରେ ଗହଳି ଦେଖ‌ିବାକୁ ମିଳିଥିଲା। ଖବର ପାଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ବରୀ ତହସିଲ ଅଫିସରେ ପହଞ୍ଚି ତହସିଲଦାର୍‌ଙ୍କ ସହିତ ଆଲୋଚନା ପରେ ଆମ ପାଖରେ ପାଲ ମହଜୁଦ ଅଛି ଖୁବ୍ ଶୀଘ୍ର ପାଲ ବଣ୍ଟନ କରାଯିବ ଳୟରେ ବୋଲି ବୋଲି ବରୀ ତହସିଲଦାର କହିଛନ୍ତି । ନ୍ତି। ହେଲେ ଲୋକମାନଙ୍କ ସହିତ ଗୋରୁ ଗାଈ ଅସୁବିଧାରେ ଅଛନ୍ତି । ତେଣୁ ବରୀ ଲୋକ ପାଲ ପାଇବା ଦରକାର ବୋଲି ବରୀ ବିଧାୟକ କହିବା ପରେ ବରୀ ବ୍ଲକର କ୍ଷତି ଗ୍ରସ୍ତ ପଞ୍ଚାୟତ ଗୁଡ଼ିକୁ ତହସିଲ ପକ୍ଷରୁ ପାଲ ପଠାଇ ଦିଆଯାଇଛି। ପରେ ବରୀ ବିଧାୟକ ବ୍ଲକ କାର୍ଯ୍ୟାଳ ପହଞ୍ଚି ବର୍ଷା କମିଲେ କୃଷକମାନଙ୍କ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ କରିବାକୁ ବିଭାଗୀୟ ଅଧିକାରୀ ନାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଗାଈ ଗୋରୁ ରୁମାନଙ୍କ ନିମନ୍ତେ ଖାଦ୍ୟ ସହିତ ଉତ୍ତମ ଚିକିତ୍ସା ଯୋଗାଇବାକୁ ବିଭାଗୀୟ ଅଧିକାରୀଙ୍କମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ବରୀ ଲୋକଙ୍କ ପାଇଁ ସେ ସଦାସର୍ବଦା ସେବା କରିବାକୁ ପ୍ରସ୍ତୁତ ଅଛନ୍ତି। ଏଭଳି ବିପଦ ସମୟରେ ଲୋକଙ୍କ ପାଇଁ କାମ କରିବା ତାଙ୍କର ମୂଳ ଲକ୍ଷ ବୋଲି କହିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ