।।ବରୀରେ ଖୋଲାମ୍ ଖୋଲା ଦେଶିମଦ ବେପାର।।

Oct 4, 2024 - 10:19
 0  11
।।ବରୀରେ  ଖୋଲାମ୍ ଖୋଲା ଦେଶିମଦ ବେପାର।।

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବିଶ୍ଵପ୍ରସିଦ୍ଧ ବୋହୂଧ ପିଠ ରତ୍ନଗିରି ଠାରେ ଦେଶି ମଦ ବେପାର ହେଉଥିବା। କଥା ସାରା ଅଂଚଳ ରେ ଚାଚ୍ଚଳ୍ୟ ଷୁଷ୍ଟି କରିଛି। ଏହି ବେକ୍ତଜଣଙ୍କ ନିର୍ଭୟ ଭାବରେ ବେପାର କରୁଥିବା ରୁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ଷୁଷ୍ଟି କରିଛି। ଏହା ର କାରଣ ଅସ୍ପଷ୍ଟ ଥିବାରୁ ପୋଲିସ ମଦ ବେପାରୀ ମଧ୍ୟରେ ମଧୁ ଚନ୍ଦ୍ରୀକା ଥିବା କଥା ସାଧାରଣରେ ପ୍ରକାଶ ପାଉଛି। ଏହି ବେକ୍ତ ଜଣେ ଅସାମାଜିକ ବେକ୍ତି ବୋଲି ଲୋକେ କହୁଛନ୍ତି। ମଦ ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଲାଇନ୍ ଲାଗି ରହୁଥିବାରୁ ଏହି ରାସ୍ତା ପାର୍ଶ୍ବରେ ଭିଡ଼ ଲାଗି ରହୁଛି ଏବଂ ଏହି ରାସ୍ତା ରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଅଫିସ ଅବସ୍ତିତ ଏହି ଅଫିସ ର ସମୁଖ୍ୟ ରେ ଅସାମାଜିକ ବେକ୍ତି ମଦ୍ୟପାନ କରୁଛନ୍ତି। ଫଳରେ ସନ୍ଧ୍ୟା ହେଲେ ଏହି ରାସ୍ତା ଦେଇ ଝିଅ , ବୋହୂ ମାନେ ଯାତାୟତ କରିବାକୁ ଭୟ କରୁ ଅଛନ୍ତି। ଏହା ପ୍ରତି ଦୃଷ୍ଟି ଦେବାକୁ ପ୍ରାସାସନିକ ଅଧିକାରୀଂକୁ ସାଧାରଣ ଲୋକ ଦାବି କରୁଛନ୍ତି। ଏହି ଅସାମାଜିକ ବେକ୍ତି ଜଣଂକ ଏହି ଅଂଚଳର ନାମକୁ ଖରାପ କରୁଅଛି,ବୋଲି ସାଧାରଣ ଲୋକେ କହୁଛନ୍ତି। ଏହା ପତି ପ୍ରାସାସନିକ ଅଧିକାରୀ ଦୃଷ୍ଟି ଦେବା ସହ ଏହି ଅସାମାଜିକ ବେକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ