।। ବଜ୍ରପାତରେ ବୃଦ୍ଧ ମୃତ୍ୟୁ ।।

Jun 4, 2024 - 21:37
 0  41
।। ବଜ୍ରପାତରେ ବୃଦ୍ଧ ମୃତ୍ୟୁ ।।

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ପଞ୍ଚାୟତ ଅନ୍ତର୍ଗତ ଗୁଡ଼ି ପୋଖରୀ ଗ୍ରାମର ୬୫ ବର୍ଷୀୟ ବୃଦ୍ଧ ଆଜି ଅପରାହ୍ନ ୩:୪୫ ସମୟରେ ଗାଁ ପୋଖରୀ କୁ ଶୌଚ ହେବାକୁ ଯାଇ ଜୀବନ ଯାଇଛି ସୂଚନା ଅନୁଯାୟୀ ବୃଦ୍ଧ ଜଣଙ୍କ ଗାଁ ପାଖରେ ଥିବା ପୋଖରୀ କୁ ଯାଇଥିବା ସେହି ସମୟରେ ବଜ୍ରପାତ ହୋଇଥିଲା ଯାହାଫଳରେ ବୃଦ୍ଧ ଜଣଙ୍କ ସେଠାରେ ଟଳି ପଡ଼ିଥିବାର ଦେଖି ଗ୍ରାମବାସୀ ମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ସେଠାରେ ଥିବା ଡ଼ାକ୍ତର ତାଙ୍କୁ ଦେଖିବା ପରେ ମୃତ୍ୟୁ ଘୋଷଣା କରିଥିଲେ ଏନେଇ ଗୁଡ଼ି ପୋଖରୀ ଗ୍ରାମର ଦୁଃଖର ବିଷୟ ସୃଷ୍ଟି କରିଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ