।। ପ୍ରଶାସନ ଦୃଷ୍ଟି ନଦେବାରୁ ନିଜେ ରାସ୍ତା ତିଆରି କରିବାକୁ ପ୍ରସ୍ତୁତ ଗ୍ରାମ ବାସୀ (ନନ୍ଦପୁର) ।।

Jun 9, 2023 - 17:16
 0  77
।। ପ୍ରଶାସନ ଦୃଷ୍ଟି ନଦେବାରୁ ନିଜେ ରାସ୍ତା ତିଆରି କରିବାକୁ ପ୍ରସ୍ତୁତ ଗ୍ରାମ ବାସୀ (ନନ୍ଦପୁର) ।।

କୋରାପୁଟ ଜିଲ୍ଲା ,ନନ୍ଦପୁର ବ୍ଲକ୍ ଅନ୍ତର୍ଗତ, ବାଡେଲ୍ ଗ୍ରାମ ପଞ୍ଚାୟତ ନିକଟସ୍ଥ ,ଗୋଡିପୁଟ ଗ୍ରାମରେ ଏହିଭଳି ଦୁଃଖ ଦାୟର ଖବର ଦେଖିବାକୁ ମିଳିଛି । ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଯାତାୟାତ ପାଇଁ ପକ୍କା ସଡ଼କଟିଏ ନିର୍ମାଣ ହୋଇପାରିଲା ନାହିଁ , ପ୍ରଶାସନକୁ ବାରମ୍ବାର ଲିଖିତ ଓ ମୌଖିକ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀଙ୍କ ନିଜସ୍ଵ ଟଙ୍କା ଚାନ୍ଦା ଆଦାୟ କରି ପାହାଡ଼ରୁ ପଥର ବୋହି ଆଣି ରାସ୍ତା ତିଆରି କରିବା ପାଇଁଚେଷ୍ଟା କରୁଛନ୍ତି ।ଏହି ଗ୍ରାମକୁ ପ୍ରଶାସନ ର୍ ଦୃଷ୍ଟି ଆକର୍ଷଣ କେବେ ପଡ଼ିବ ।ପ୍ରଶାସନ ଏହି ଗ୍ରାମକୁ କେବେ ରାସ୍ତା ଯୋଗେଇଦେବେ ତାହା ଦେଖିବାକୁ ବାକି ରହିଲା ।

କୋରାପୁଟ ଜିଲ୍ଲାରୁ ବାବୁଲା ଖିଲଙ୍କ ରିପୋର୍ଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ