।। ପୁରୀରେ ବେଦାନ୍ତ ୟୁନିଭର୍ସିଟି ପ୍ରସଙ୍ଗ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସମିଟ୍‌ ।।

Apr 13, 2023 - 16:46
 0  44
।। ପୁରୀରେ ବେଦାନ୍ତ ୟୁନିଭର୍ସିଟି ପ୍ରସଙ୍ଗ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସମିଟ୍‌ ।।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର,ପୁରୀରେ ବେଆଇନ କାମ ହୋଇଥିଲା,ଜମି ଅଧିଗ୍ରହଣ ନେଇ ଆଇନର ଉଲ୍ଲଂଘନ କରିଥିଲେ ସରକାର,୨ଟି ନଈକୁ କଂପାନୀ ହାତକୁ ଟେକି ଦେଇଥିଲେ ସରକାର,ନୂଆ ଓ ନଳା ନଦୀର ମାଲିକ ହୋଇଥାଆନ୍ତା ବେଦାନ୍ତ,ଏହାଦ୍ବାରା ପ୍ରଭାବିତ ହୋଇଥାଆନ୍ତେ ପୁରୀବାସୀ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ