ପୁନର୍ବାର ମାରାଗୁଡ଼ା ଉତ୍ସବ ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ବିଜେପି ପ୍ରତିନିଧି ଦଳ

Nov 20, 2024 - 23:18
 0  25
ପୁନର୍ବାର ମାରାଗୁଡ଼ା ଉତ୍ସବ ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ବିଜେପି ପ୍ରତିନିଧି ଦଳ

ପୁର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ନେତୃତ୍ୱରେ ନୂଆପଡ଼ାର ଏକ ପ୍ରତିନିଧି ଦଳ ନୂଆପଡା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମାରାଗୁଡ଼ା ଉତ୍ସବ ପାଇଁ ଚର୍ଚ୍ଚା ଆଲୋଚନା ସହ ପୁଣି ଉକ୍ତ ଉତ୍ସବ କୁ ଆରମ୍ଭ କରିବା ପାଇଁ ଆଗ୍ରହ ପ୍ରସ୍ତାବିତ କରାଗଲା । ଏହି ପ୍ରତିନିଧି ଦଳରେ ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ବରିଷ୍ଠ ବିଜେପି ନେତା ସରୋଜ ସାହୁ, ଟିଟୁ ପଣ୍ଡା, କମଲେସ ଦିକ୍ସିତ୍, ଶୁଶାନ୍ତ ପତୀ, ସଦାନନ୍ଦ ଯୋଶୀ, ବାସୁଦେବ ବିଶି, ଗୋବିନ୍ଦ ଦଣ୍ଡସେନା ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ