ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ୩ ଗୁରୁତର ଆଳ୍ପକେ ବର୍ତିଲେ ଦୁଇ କୋମାଳମତି ଶିଶୁ ଓ ଗାଡ଼ି ଚାଳକ

Aug 20, 2024 - 19:38
 0  50
ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ୩ ଗୁରୁତର ଆଳ୍ପକେ ବର୍ତିଲେ ଦୁଇ କୋମାଳମତି ଶିଶୁ ଓ ଗାଡ଼ି ଚାଳକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଉଦ୍ୟାନବନ୍ଧ ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରେ ଏକ ସାଇକେଲ ଓ ଏକ ବାଇକ କୁ ଧକା ଦେଲା ଦ୍ରୁତ ଗତି ରେ ଆସୁଥିବା ପିକପଭେନ । ଯାହା ଫଳରେ ଆଳ୍ପକେ ବର୍ତିଲେ ଗାଡ଼ି ଚାଳକ ସହ ଦୁଇ କୋମାଲମତି ଶିଶୁ । ସୂଚନା ଅନୁସାରେ ୩୫୩ ଜାତୀୟ ରାଜପଥ ରେ ସ୍କୁଲ ଯାଉଥିବା ଏକ ବାଇକ କୁ ପ୍ରଥମେ ଧକ୍କା ଦେଲା ବାଇକ ରେ ଦୁଇ ଜଣ କୋମାଲମତି ସ୍କୁଲ କୁ ଯାଉଥିଲେ ପରେ ଏକ ସାଇକେଲ କୁ ମଧ୍ୟ ଧକ୍କା ଦେଇଥୁଲା ଓ ଭାରସାମ୍ୟ ହରାଇ ପିକପ ଭେନ ଟି ଓଲଟି ପଡିଥିଲା । ଆଖ ପାଖ ଲୋକ ଘଟଣା ସ୍ଥଳରେ ଯାଇ ଦେଖିଲାବେଳକୁ ଦୁଇ କୋମାଲମତି ଶିଶୁ ଗୁରୁତର ହୋଇ ଥିବାରୁ ତୁରନ୍ତ ନୂଆପଡ଼ା ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିବାବେଳେ ପରେ ପରିବାର ଲୋକେ ଆସି ସେମାନଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ