ନେସନାଲ କଲେଜ୍ ନୂଆପଡ଼ା ରେ ପ୍ରଥମ କରି ବାଳକ ମାନଙ୍କ ପାଇଁ ହଷ୍ଟେଲ ଆରମ୍ଭ

Aug 3, 2025 - 21:31
 0  8
ନେସନାଲ କଲେଜ୍ ନୂଆପଡ଼ା ରେ ପ୍ରଥମ କରି ବାଳକ ମାନଙ୍କ ପାଇଁ ହଷ୍ଟେଲ ଆରମ୍ଭ

ନେସନାଲ କଲେଜ୍ ନୂଆପଡ଼ା ରେ ପ୍ରଥମ କରି ବାଳକ ମାନଙ୍କ ପାଇଁ ହଷ୍ଟେଲ ଆରମ୍ଭ କରାଯାଇଛି ୨୦୨୫-୨୬ ରୁ,ତଥା ଏହାର ନୂତନ ନାମ କରଣ ମଧ୍ୟ କରା ଯାଇ ଅଛି " ଗୋଧସ୍" ଏ ପର୍ଯ୍ୟନ୍ତ ୨୪ ଜଣ ଛାତ୍ର ଆଡ଼ମିଶନ କରିଛନ୍ତି । ଆଜି ତା ୦୩.୦୮.୨୦୨୫ ( ରବିବାର) ରେ ଅନ୍ତେବାସୀଙ୍କ ସହ ଏହାର ସଭ୍ୟ ପ୍ରକାଶ କୁମାର ସାହୁ, କୋମନ ଲାଲ ଚନ୍ଦ୍ରକାର, ବୈକୁଣ୍ଠ ବେହେରା, ଅବିନାଶ ଚଲାନ ପ୍ରମୁଖ ଉପସ୍ଥିତ ଥିଲେ , ସମସ୍ତଙ୍କ ଦ୍ଵାରା ସକାଳ ୮ ଟା ରେ( ମୁଖ୍ୟତଃ ଅନ୍ତେବାସୀ) ପରିସର ମଧ୍ୟରେ ସଫେଇ ଓ ଚାରା ରୋପଣ କରାଯାଇଥିଲା । ଶେଷରେ ୧୦ ଟା ରେ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହେଲାପରେ ଧନ୍ୟବାଦ ଅର୍ପଣ କରଯାଇଥିଲା। ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ