ନୂଆପଡା ଏସ.ପି ଭାବରେ ଅମୃତପାଲ ସିଂ ଆଇ.ପି.ଏସ) ଙ୍କ ଯୋଗଦାନ

Aug 25, 2025 - 21:17
 0  11
ନୂଆପଡା ଏସ.ପି ଭାବରେ ଅମୃତପାଲ ସିଂ ଆଇ.ପି.ଏସ) ଙ୍କ ଯୋଗଦାନ

ନୂଆପଡା : ଆଜି ଶ୍ରୀଯୁକ୍ତ ଅମୃତପାଲ ସିଂ (ଆଇ.ପି.ଏସ) ନୂଆପଡା ଜିଲ୍ଲାରେ ନୂତନ ପୋଲିସ ଆରକ୍ଷୀ ଅଧିକ୍ଷକ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ନୂଆପଡା ଏସ.ପି. ଜି.ଆର ରାଘବେନ୍ଦ୍ର (ଆଇ.ପି.ଏସ) ଝାରିସୁଗୁଡାକୁ ନୂତନ ଏସପି ରୂପେ ବଦଳି ହୋଇଛନ୍ତି । ଏହା ପୂର୍ବରୁ ଖୋଦ୍ଧା ଅତିରିକ୍ତ ଏସ.ପି ଭାବରେ ଶ୍ରୀଯୁକ୍ତ ସିଂ କାର୍ଯ୍ୟରତ ଥିଲେ ।

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ