।। ନିଖୋଜ ନାବାଳକଙ୍କ ମୃତ୍ୟୁ ଦେହ ଠାବ ।।

Jul 27, 2025 - 07:14
 0  52
।। ନିଖୋଜ ନାବାଳକଙ୍କ ମୃତ୍ୟୁ ଦେହ ଠାବ ।।

କଳାହାଣ୍ଡି:-ତା:-୨୭/୦୭/୨୫ (first news odisha)କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଳକ ବିରିକୋଟ ଗ୍ରାମର ନରେଶ ସାହୁ ନାମକ ଜଣେ ୧୫ ବର୍ଷୀୟ ନାବାଳକ ଙ୍କ ମୃତ୍ୟୁ ଦେହ ଠାବ ହୋଇ ଥିବା ଖବର ସାମ୍ନାକୁ ଆସିଛି। ବୁଧବାର ନାବାଳକ ଜଣକ ନିଖୋଜ ଥିବା ଅଭିଯୋଗ ନେଇ ପରିବାର ଲୋକେ ଥୁଆ ମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗାଁ ନିକଟସ୍ଥ ଯୁଆଡଖଳା ଡ଼ଙ୍ଗର ର ବାହାଡା ଗଛରେ ନାବାଳକ ଙ୍କ ମୃତ୍ୟୁ ଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଆଜକୁ ୪ ଦିନ ହେବ ସେ ନିଖୋଜ ରହିଥିବା ବେଳେ ପ୍ରେମ କୁ କେନ୍ଦ୍ର କରି ନାବାଳକ ଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ