ନିଆଁରେ ପୋଡ଼ି ହୋଇ ମହିଳା ମୃତ୍ୟୁ

Jan 5, 2025 - 12:45
 0  6
1 / 1

1.

ନିଆଁରେ ପୋଡ଼ି ହୋଇ ମହିଳା ମୃତ୍ୟୁ 

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର ଝାଟିପଡା ସାହିର ଶଙ୍ଖାଳି ବାରିକ୍ ଙ୍କ ସ୍ତ୍ରୀ ଝୁଲି ବାରିକ୍ (୩୬) ସେ ଗତକାଲି ରାତିରେ ଗାଁ ପାଖରେ ନିଆଁ ଜାଳୁଥିବା ସମୟରେ ଝୁଲି ଙ୍କ ଉପରେ ନିଆଁ ଲାଗିଯାଇଥିଲା ଗାଁ ଲୋକେ ଦେଖି ତୁରନ୍ତ ଧାଇଁ ଆସି ତାଙ୍କୁ ଉଦ୍ଧାର କରି ଏକ ବୋଲେରୋ ଗାଡ଼ିରେ ନେଇ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାର ତାଙ୍କର ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ପୁଣି ସେଠାରେ ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡ କୁ ପଠେଇଥିଲେ ତାଙ୍କୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା 

ଏନେଇ ଝାଟିପଡା ଗ୍ରାମରେ ଗ୍ରାମବାସୀ ମାନେ ଏହିକଥା ଶୁଣି ଦୁଃଖରେ ଭାଙ୍ଗିପଡିଛନ୍ତି 

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ 

ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ