।। ନର୍ଲା ରେଞ୍ଜ ଜାମ ପଡ଼ା ନିକଟବର୍ତ୍ତୀ ଏକ ପରିତ୍ୟକ୍ତ କୁଅ ରେ ପଡ଼ିଛି ଦନ୍ତା ହାତୀ ।।

Oct 10, 2024 - 10:01
 0  113
।। ନର୍ଲା ରେଞ୍ଜ ଜାମ ପଡ଼ା ନିକଟବର୍ତ୍ତୀ ଏକ ପରିତ୍ୟକ୍ତ କୁଅ ରେ ପଡ଼ିଛି ଦନ୍ତା ହାତୀ ।।

ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ନର୍ଲା ରେଞ୍ଜ ଅନ୍ତର୍ଗତ ଜାମ ପଡ଼ା ନିକଟବର୍ତ୍ତୀ ଏକ ପରିତ୍ୟକ୍ତ କୁଅ ରେ ଦୁଇ ଟିକିଆ ହାତୀ ମଧ୍ୟରୁ ଏକ ଦନ୍ତା ହାତୀ ପଡ଼ିଯାଇଛି ଗୁରୁବାର ପାହାନ୍ତିଆ ସମୟରେ ସ୍ଥାନୀୟ ଲୋକେ ସୂଚନା ପାଇ ଦନ୍ତା ହାତୀ କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳ ସୂଚନା ପାଇ ବନବିଭାଗ ରେଞ୍ଜର ଓ ବନପାଳ ସହିତ ଅନ୍ୟାନ୍ୟ ଟିମ୍ ପହଞ୍ଚି କିପରି ଭାବରେ ହାତୀ ଟିକୁ ଉଦ୍ଧାର କରାଯିବ ବନ ବିଭାଗ ପକ୍ଷରୁ ପ୍ରାୟାସ ଜାରି ରଖିଛନ୍ତି ।

 କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ