ଥୁଆମୂଳ ରାମପୁର ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ସମାରୋହ ରେ ପାଳିତ
କଳାହାଣ୍ଡି ମକୁନ୍ଦ ନାଏକ :-16/11/2025(ଫାଷ୍ଟ ନ୍ୟୁଜ ଓଡିଶା ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ସଭା ଗୃହ ଠାରେ ଥୁଆମୂଳ ରାମପୁର ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସମ୍ବାଦିକ ଦିବସ ସମାରୋହରେ ପାଳିତ ହୋଇଯାଇଛି l ଏଠାରେ ମୁଖ୍ୟ ଅତିଥି ଭାବରେ ମାଁ ମାଣିକେଶ୍ବରୀ ପଞ୍ଚାୟତସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛେନା, ମୁଖ୍ୟ ବକ୍ତା ଭାବରେ ଆଇନ ଯିବି ମନରଞ୍ଜନ ନାଏକ, ସମ୍ମାନିତ ଅଥିତି ଭାବରେ ଥୁଆମୂଳ ରାମପୁର ବ୍ଲକ ବିଜୁ ଜନତା ଦଳର କାର୍ଯ୍ୟକାରୀ ଯୁବ ସଭାପତି ପ୍ରଦୀପ କୁମାର ନାଏକ,ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, ଥୁଆମୂଳ ରାମପୁର ଥାନା ରୁ ଏ. ଏସ. ଆଇ ସୋନ୍ତୋଷ କୁମାର ସେଠି, ଗୃହ ରଖି ବାସୁଦେବ ନାଏକ, ବାଗ ଡିଆଣି ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟ ମାଝୀ,ଥୁଆମୂଳ ରାମପୁର ଯୁବ ସାମ୍ବାଦିକ ସଂଘ ର ପୂର୍ଵତନ ସଭାପତି ସାମ୍ବାଦିକ ମକୁନ୍ଦ ନାଏକ, ସଂଘ ର ପୂର୍ବତନ ସମ୍ପାଦକ ସାମ୍ବାଦିକ ହିତେଶ ନାଏକ, ସଂଘ ର ନୂତନ ସଭାପତି ସାମ୍ବାଦିକ ପ୍ରଶାନ୍ତ ନାଏକ, ସଂଘ ନୂତନ ସମ୍ପାଦକ ସାମ୍ବାଦିକ ରମାକାନ୍ତ ନାଏକ, ସାମ୍ବାଦିକ ମହେଶ୍ୱର ବାଗ, ସାମ୍ବାଦିକ ବାଲେଶ୍ୱର ନାଏକ, ସାମ୍ବାଦିକ ସୁଶାନ୍ତ ନାଏକ, ସାମ୍ବାଦିକ ମହେନ୍ଦ୍ର ନାଏକ, ସାମ୍ବାଦିକ ସୁଶାନ୍ତ କୁମାର ନାଏକ, ସାମ୍ବାଦିକ ନିଖିଳ ମୁଣ୍ଡ ଛେନା ଉପସ୍ଥିତ ରହି ଥିଲେ l ମାଁ ଇଷ୍ଟ ଦେବୀ ମାଁ ମାଣିକେଶ୍ବରୀ ଦେବୀ ଙ୍କୁ ପୂଜା ଅର୍ଚନା କରିବା ପରେ ଅତିଥିଗଣଙ୍କୁ ସ୍ୱାଗତ ସମ୍ଭାର୍ଦ୍ଧନା କାର୍ଯ୍ୟକ୍ରମ ହୋଇ ଥିଲା l ଯୁବ ସାମ୍ବାଦିକ ସଂଘ ରେ ନିଖିଳ ମୁଣ୍ଡ ଛେନା ସର୍କାର ପେପରରେ କାର୍ଯ୍ୟ ରତ ସାମ୍ବାଦିକ ମିଶିଲେ l ମଞ୍ଚାସିନ ଥିବା ଅତିଥି ଯୁବ ସାମ୍ବାଦିକ ମାନଙ୍କୁ ଗଣମାଧ୍ୟମର ପ୍ରଚାର ପ୍ରସାର କୁ ନେଇ ଅନେକ ଦିଗଦର୍ଶନ ପଥ ଦେଖେଇ ଥିଲେ l ତା 16/11/2025ରିଖ ଭାରତ ବର୍ଷ ରେ ପ୍ରେସ ପ୍ରତିଷ୍ଠା ହୋଇଥିଲା l ଏହି ଖୁସି ରେ କେକକୁ ମୁଖ୍ୟ ଅତିଥି ଓ ସଂଘ ର ସଭାପତି କେକ କାଟିଥିଲେ l ସଭାକୁ ପରିଚାଳନା କରିଥିଲେ ପ୍ରଶାନ୍ତ ନାଏକ ଏବଂ ସଭା ସାଙ୍ଗ କରିଥିଲେ ହିତେଶ ନାଏକ l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0