।। ତୁତିୟ ରେଳ ପଥ ନିର୍ମାଣ ଯୋଗୁ ରାସ୍ତା ହରା ହେଲେ ଚାରୋଟି ଗ୍ରାମବାସି ବୁନ୍ଦ ।।

Nov 26, 2023 - 19:07
 0  160
।। ତୁତିୟ ରେଳ ପଥ ନିର୍ମାଣ ଯୋଗୁ ରାସ୍ତା ହରା ହେଲେ ଚାରୋଟି ଗ୍ରାମବାସି ବୁନ୍ଦ ।।

କେନ୍ଦ୍ର ସରକାର ଙ୍କ ମନମୁଖି କାର୍ଯ୍ୟ ଗୋଡୁ ଛନ୍ତି ,ଭାଙ୍ଗୁଛନ୍ତି , ମନମୁଖି କାର୍ଯ୍ୟ କରୁଛନ୍ତି କେନ୍ଦ୍ର , ଯୋଉ ଚାରିଖଣ୍ଡ ଗ୍ରାମ ର ଲୋକ ଙ୍କ ଗମନା , ଗମନ ର ସୁବିଧା ପାଇଁ ରେଳପଥ ଅତିକ୍ରମ କରିବା ପାଇଁ, ରେଳୱେ ନିର୍ମାଣ କରିଥିଲା ଓଭରବ୍ରିଜ,ଆଜି ସେହି ଓଭରବ୍ରିଜ ରେ ନାଳି ରଙ୍ଗ ର ଫଳକ ଲଗେଇ , ଗମନା ଗମନ ଠଫ୍ କରିଦେଇଛି ଚାରିଖଣ୍ଡ ଗ୍ରାମ ବାସିଙ୍କୁ RVNL,ରେଳଭର୍ତିନିଗମ ଲିମିଟେଡେ, ଏଭଲି ଏକ ଅଭାବନୀୟ ଘଟଣା ଘଟିଛି ,ରାୟଗଡା ଜିଲା,ବିଷମକଟକ ବ୍କକ, ଚାଟିକୋଣା ପଞ୍ଚାୟତ ର କୁମାରବାଡି ଗ୍ରାମ ର ଓଭରବ୍ରିଜ ରାସ୍ତା ରେ, ଆଜି ସନ୍ଦ୍ୟା ସମୟ ରେ RVNL କମ୍ପାନି ତୁତିୟ ରେଳପଥ ପାଇଁ ମେଶିନ୍ ଲଗାଇ ଓଭରବ୍ରିଜ ଭାଙ୍ଗୁଥିବା ସମୟ ରେ ଗ୍ରାମବାସି ପହଞ୍ଚି ଭାଙ୍ଗୁଥିବା ମେଶିନ କୁ ଫେରସ୍ଥ କରାଇଛନ୍ତି , ଏହି ଚାରୋଟି ଗ୍ରାମ ବାସି ଙ୍କ ପାଇଁ ଅଣ୍ଡରଗ୍ରାଉଣ୍ଡ ନିର୍ମାଣ କରାଯାଇଛି ,ହେଲେ ତାହା ପାଞ୍ଚକିମି ବିଶିଷ୍ଟ ଜଙ୍ଗଳ ରାସ୍ତା ପଡୁଛି, ଫଳ ରେ ସେ ରାସ୍ତା ଦେଇ ଯାତାୟତ କରିବାକୁ ଭୟ କରନ୍ତି ଗ୍ରାମବାସି, ଏଵ° ସ୍କୁଲ, କଲେଜ ପିଲା ର ମଧ୍ୟ ପାଠ ପଡା ରେ ବାଧକ ସାଜିଛି , ଜଙ୍ଗଳିଆ ରାସ୍ତା ,ଆଉ ଚାଟିକୋଣା କୁ ଦଶ କିମି ପଢି ଯିବାରୁ ସ୍କୁଲ ଯିବାକୁ ସମ୍ବବ ପର ହେଇପାରୁନି , ଗମାନ ଗମନ ସମସ୍ତ ସୁବିଧା କୁ ଆଖି ଆଗରେ ରଖି ଓଭରବ୍ରିଜ ଭାଙ୍ଗିବା ରୋକିଛନ୍ତି ସମସ୍ତ ଗ୍ରାମ ବାସି , ଉକ୍ତ ଓଭରବ୍ରିଜ ରେ ନିର୍ଭର କରୁଥିବା ଗ୍ରାମଗୁଡିକ ହେଲା ,କୁମାରବାଡି,ଚନ୍ଦନପୁର,କାଟ୍ରିଗୁଡା,ଉପର କୁମାର ବାଡି ,ଉକ୍ତ ଗ୍ରାମ ମାନଙ୍କ ଲୋକ ସ°ଖ୍ୟା ଛଅଶହ ରୁ ଉର୍ଧ ହେବେ , ହେଲେ ସରକାର ଙ୍କ ନଜର ପଡୁନି ଲୋକ ଙ୍କ ଉପରେ ,ଏଣୁ ଆଜି ସମସ୍ତ ଗ୍ରାମବାସି ଏକତ୍ରିତ ହେଇ କାମ ବନ୍ଦ୍ କରି ,ଓଭରବ୍ରିଜ ନ ଭାଙ୍ଗିବାକୁ ପରାମର୍ଶ ଦେଇ ,ରାୟଗଡା ଜିଲା ପାଳ ଙ୍କୁ ଏକ ଦାବିପତ୍ର ଲେଖିଛନ୍ତି ,ଉକ୍ତ ଭୁମିକା ରେ ଅ°ଶ ଗ୍ରହଣ କରିଥିଲେ ,ଚାଟିକଣା ସରପଞ୍ଚ ପି କିରନ ଲତା,ସମିତି ସଭ୍ୟ ସୁବାଶ ମେଲେକା,ପି ଅନିଳ କୁମାର,ରଞ୍ଜନ,ଅନି ପାଣ୍ଡୁ, ରାମାରାଓ ଇତ୍ୟାଦି ଅନେକ ଲୋକ ଉପସ୍ଥିତ ଥିଲେ ।

, ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ