।। ତାଲଗୁଡ଼ ଜେନା ପାହାଡ଼ କୁ ଯିବାପାଇଁ ମିଳୁନି ବାଟ ।।

Oct 13, 2024 - 15:44
 0  18
।। ତାଲଗୁଡ଼ ଜେନା ପାହାଡ଼ କୁ ଯିବାପାଇଁ ମିଳୁନି ବାଟ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖିଗୁଡା ପଞ୍ଚାୟତ ଅନ୍ତର୍ଗତ ତାଲଗୁଡ଼ ଗାଁରେ ମାଁ ଡୋକରି ବୁଡ଼ି ଙ୍କ ପୀଠ ଅଛି ଏବଂ ମାଁ ଡୋକରି ମନ୍ଦୀର ର ଉତ୍ତର ଦିଗରେ ଜେଉ ପାହାଡ଼ ଟି ଅଛି ସେ ପାହାଡ଼ କୁ ଠଙ୍ଗୀଗଡ଼ ଓ ଜେନା ପାହାଡ଼ ନାମରେ ଲୋକେ ଜାଣନ୍ତି ଉକ୍ତ ପାହାଡ଼ ଉପରେ ପର୍ଭୁ ଜେନା ବୁଡ଼ା ଙ୍କ ପୀଠ ରହିଛି ଏବଂ ଜେନା ଖାଲମଧ୍ଯ ସେହି ସ୍ଥାନ ରେ ଅଛି ଏବଂ ହଜାର ହଜାର ବର୍ଷ ର କିମ୍ବଦନ୍ତୀ ଦେଖିବା କୁ ମିଳୁଛି କୀନ୍ତୁ ଏ ପର୍ଯ୍ୟନ୍ତ ବହୁ ଲୋକ ଜାଣି ପାରି ନାହାନ୍ତି ଯେ ଇମିତି ଗୋଟେ ଜାଗା ଅଛି ତାଲଗୁଡ ଗ୍ରାମରେ ଯେ ସେହି ଜାଗା ରେ ବହୁତ ପୁରୁଣା କିମ୍ବଦନ୍ତୀ ଦେଖିବକୁ ମିଳିବ ବୋଳି ଜଣା ପଡ଼ିଛି !ଏତେ ସୁନ୍ଦର ଜାଗା ଥାଇ କି ସେହି ଜାଗା କୁ ଯିବା ପାଇଁ ରାସ୍ତା ଟିକେ ହେଇ ପାରୁ ନାହିଁ ଯଦି ପ୍ରଶାସନ ଧ୍ୟାନ ଦେଇ କି ଠଙ୍ଗିଗଡ ପାହାଡକୁ ଯିବା ପାଇଁ ରାସ୍ତା ଯଦି କରନ୍ତେ ତା ହେଲେ ବହୁ ଶ୍ରଦ୍ଧାଳୁ ଭକ୍ତ ଆସି କି ପ୍ରଭୁଙ୍କ ଦର୍ଶନ କରି ପାରନ୍ତେ ବର୍ତମାନ୍ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ କଣ ପଦ ଖେପ୍ ନଉଚନ୍ତି ଦେଖିବା ବାକି ରହିଲା ।

 କଳାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ News ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ