।। ଡାହିବାଡ଼ି ସାପ୍ତାହିକ ହାଟ ହେବ ଆଦର୍ସ ହାଟ ।।

Oct 28, 2024 - 20:02
 0  11
।। ଡାହିବାଡ଼ି ସାପ୍ତାହିକ ହାଟ ହେବ ଆଦର୍ସ ହାଟ ।।

ବଡ଼ସାହି : ଭାରତୀୟ ଜନତା ପାର୍ଟି ର ସଦସ୍ୟତା ଅଭିଯାନ ରେ ତତ୍ପର ହୋଇଛନ୍ତି ସମସ୍ତ କର୍ମ କର୍ତା ବୃନ୍ଦ l ତେବେ ନିକଟରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ର ସୁନାମଧନ୍ୟ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ସନାତନ ବିଜୁଳି ମୋହଦୟ ବେତନଟୀ ପଞ୍ଚାୟତ ସମିତି ବୈଶିଙ୍ଗା ଥାନା ଅଧୀନ ଡାହିବାଡି ସାପ୍ତାହିକ ହାଟ ରେ ବୁଲି ବୁଲି ନୂତନ ସଦସ୍ୟ ସଂଗ୍ରହ କରୁଥିବା ସମୟ ରେ ଲୋକଙ୍କ ସମସ୍ୟା ପଚାରି ବୁଝି ଥିଲେ ଓ ଲୋକମାନଂକ ନିକଟତର ହୋଇ ପାରିଥିଲେ l ମାନ୍ୟବର ବିଧାୟକ ଏହି ସାପ୍ତାହିକ ହାଟ କୁ ଆଦର୍ସ ହାଟ ରୂପେ ମାନ୍ୟତା ଦବାକୁ ପ୍ରତିଶୃତି ଦେଇଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ