।। ଡଙ୍ଗା ବୁଡ଼ି ଯାଇ ୪ ଜଣ ନିଖୋଜ ବାକି ସମସ୍ତ ଙ୍କୁ ଉଦ୍ଧାର ।।

Apr 13, 2023 - 18:32
Apr 13, 2023 - 18:33
 0  191
।। ଡଙ୍ଗା ବୁଡ଼ି ଯାଇ ୪ ଜଣ ନିଖୋଜ ବାକି ସମସ୍ତ ଙ୍କୁ ଉଦ୍ଧାର ।।

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପୋଡଗଡ ଗ୍ରାମ କୋଲାବ ନଦୀ ଘାଟ ରେ ଲମତlପୁଟ୍ ବ୍ଲକ ତେନ୍ତୁଳିପଡ଼ା ନଦୀ ଘାଟ ରୁ ଯାଉଥିବା ଦେଶୀ ଡଙ୍ଗା ବୁଡ଼ି ଯାଇଛି,୪ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି l ବାକି ସମସ୍ତ ଙ୍କୁ ଉଦ୍ଧାର କରାଯାଇଛି l ନନ୍ଦପୁର ଅଗ୍ନିଶମ ବାହିନୀ ଓ ସେମିଳିଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ଉଭୟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ