।। ଟିଟିଲାଗଡ ଥାନା ଓଭର୍ବ୍ରିଜ୍ ତଳେ ୧୭ ଟି ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ହେଲା ପାଉଁଶ ।।

May 25, 2024 - 12:10
 0  56
।। ଟିଟିଲାଗଡ ଥାନା ଓଭର୍ବ୍ରିଜ୍ ତଳେ ୧୭  ଟି ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ହେଲା ପାଉଁଶ ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ୧୭ ଟି ଦୋକାନ ଜଳି,ପୋଡ଼ି ପାଉଁଶ ହୋଇଗଲା,,ଟିଟିଲାଗଡ ଥାନା ପାଖରେ ଥିବା ଓଭର୍ବ୍ରିଜ୍ ତଳେ ୧୭ ଟି ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ହେଲା ପାଉଁଶ ଟିଟିଲାଗଡ଼ ସହର ଥାନା ପାଖରେ ଆଜି ଭୋର ୪ ଟା ସମୟରେ କୈାଣସି କାରଣରୁ ୧୭ ଟି ଦୋକାନ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ ଲକ୍ଷାଧିକ ଟଙ୍କା ର ଦୋକାନ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଅପରପକ୍ଷରେ ଦମକଳବାହିନୀ ଆସି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।,୧୭ ଟି ପରିବାର ଚଳିବେ କେମିତି ଟିଟିଲାଗଡ ରେ ବିଭିନ୍ନ ମହଲରେ ଚର୍ଚ୍ଚା ହେବାର ଶୁଣି ବାକୁ ମିଳିଥିଲା ।

ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ