ଜିଲ୍ଲା କ୍ରିକେଟ ସଂଘର ନୂତନ ଦାୟିତ୍ବ ବଣ୍ଟନ

Mar 23, 2025 - 14:49
 0  189
ଜିଲ୍ଲା କ୍ରିକେଟ ସଂଘର ନୂତନ ଦାୟିତ୍ବ ବଣ୍ଟନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୩/୦୩/୨୦୨୫ :ରିଖ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ନୂତନ ଭାବେ ତିନି ଜଣକୁ ଦାୟିତ୍ଵ ବଣ୍ଟନ କରିଛନ୍ତି ! ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ଜିଲ୍ଲା କୋଚ ଭାବେ ଜି ଚନ୍ଦ୍ରଶେଖର ରାଜା, ପିଚ୍ କ୍ୟୁରେଟର ଭାବେ ଦୁର୍ଯ୍ୟ ହରିଜନ ସେହିପରି ନବରଙ୍ଗପୁର ଷ୍ଟାଡିୟମ ର ତତ୍ତ୍ୱାବଧାରକ ଭାବେ ଶଶାଙ୍କ ଶେଖର ବେହେରାଙ୍କୁ ମନୋନୀତ କରାଯାଇଛି ! ଏ ବାବଦରେ ଶ୍ରୀ ତ୍ରିପାଠୀ ଏକ ଚିଠି କରିଛନ୍ତି ! ନୂତନ ଦାୟିତ୍ବ ପାଇବା ପରେ ସମସ୍ତେ ଖୁବ୍ ଉତ୍ସାହିତ ହୋଇଛନ୍ତି ଏବଂ ଜିଲ୍ଲା କ୍ରିକେଟର ଉନ୍ନତି ନିମନ୍ତେ କାମ କରିବେ ସାଥେ ସାଥେ ନୂତନ ପ୍ରତିଭାର ଅନ୍ୱେଷଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ