ଜମି ବିକ୍ରୟ କରିନୁ ଅନ୍ୟଜଣଙ୍କ ନାମରେ ପଟା ହେଲା କେମିତି ଅଭିଯୋଗ ଆଣିଲେ ଆଦିବାସୀ ଯୁବକ

Jan 20, 2025 - 20:47
 0  14
ଜମି ବିକ୍ରୟ କରିନୁ ଅନ୍ୟଜଣଙ୍କ  ନାମରେ ପଟା ହେଲା କେମିତି ଅଭିଯୋଗ ଆଣିଲେ ଆଦିବାସୀ ଯୁବକ

କୋରାପୁଟ ଜିଲ୍ଲା ସେମିଲିଗୁଡା ତୋହସିଲ ଅନ୍ତର୍ଗତ ପାଖ ଝୋଲା ଗ୍ରାମ ପଞ୍ଚାୟତ ର ବେହେରା ଗୁଡା ଗ୍ରାମର ଶ୍ରୀ ସୁଂଗାଡି ଦାସୀ, ପିତା ଡଙ୍ଗୁ ସୁଂଗାଡି ଜମି ବେ ନିୟମରେ ହଡପ କରିଥିବା ଅଭିଯୋଗ ଆଣିଛନ୍ତି. ପୂର୍ବ ପୁରୁଷ ରୂ ଲୁଙ୍ଗରି ମୌଜା ଖାତା ନମ୍ବର 76, ପ୍ଲଟ ନମ୍ବର 125, ସୋମୁଦାୟ ଦୁଇ ଏକର ତେଇଶି ସେନ୍ଟ ଶୁଆଡ଼ କେନ୍ଦୁ ପିତା ଶୁଆଁ ଗୋଡ଼ ଶୂକ୍ରା, ଜାତି ପରଜା ନାମରେ ଏହି ଜମି ପଞ୍ଜିକୃତ ହାଇଅଛି. ଏହି ଜମିକୁ ଦୀର୍ଘ ବର୍ଷ ହେବ ବିବାଦ ରେ ଥିବା ଦେଖିବାକୁ ମିଳୁଛି. କିଛି ଦିନ ପୂର୍ବରୁ ଉପଜିଲ୍ଲା ପାଳଙ୍କ ନିକଟରେ ଜମି ହୋଡପ କୁ ନେଇ ଅଭଜିଗ ପତ୍ର ଦେଇଥିଲେ. ଏହାକୁ ଭିତ୍ତି କରି ଜିଲ୍ଲା କାର୍ଯ୍ୟାଳୟରୁ ଏହାର ତଦନ୍ତ ପାଇଁ ସେମିଲିଗୁଡା ତହସିଲ ଦାରଙ୍କୁ ଛିଠି କରିଛନ୍ତି. ଇଶ୍ୱର ଚନ୍ଦ୍ର କୁଲଦୀପ ଙ୍କ ଠାରୁ ମୋହନ ମହାନ୍ତି (ଏଲିୟାସ ବାରିକ) 85 ସେଣ୍ଟ ପଞ୍ଜିକୃତ ହଇ ଥିବା କହିଚନ୍ତି. ଡିମାରକେସନ ବିଷୟ ରେ ତହସିଲଦାରୋଙ୍କ ପଚାରିବାରୁ ମ ନିକଟକୁ ଚିଠି ହସ୍ତ ଗତ ହାଇନଥିବା ସେ କହିଛନ୍ତି. ପୁଣି ଆଜି ଦମନଯୋଡି ନାଲକୋ ଛକ ଠାରେ ଜମି ଡିମାରକେସନ ଥିବା ବେଲେ ବେହେରା ଗୁଡା ଗ୍ରାମର ଲକେ ଆମରଜମି ବଳି କହି ଇଞ୍ଚେ ଜାଗା ଦିଆଯିବନି ବୋଳି ଯୁକ୍ତି କରିଥିଲେ. ଉକ୍ତ ଘଟଣାରେ ସେମିଲିଗୁଡା ପୋଲିସ ପହିଛି ସିଭିଲ କୋର୍ଟ ରେ ଆବେଦନ କରିବା ପାଇଁ କହି ଲୋକଙ୍କୁ ବିଝା ସୁଝା କରିଥିଲେ. ପରିସେସ ରେ ଲୋକେ ଶାନ୍ତ ପୋଡି ଫେରି ଯାଇଥିଲେ. ଏବଂ ପ୍ରକ୍ରୁତ ସତ୍ୟା ସତ୍ୟ ଉପରେ ତଦନ୍ତ କରି ଉଭୟ ପକ୍ଷ୍ୟ ରେ ଡିମାରକେସନ କରାଯାଉ ଭଳି ଜମି ମାଲିକ ଦାବି କରିଛନ୍ତି ।

କୋରାପୁଟ ରୁ ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ