ଜମଦା ତହସିଲଦାରଙ୍କୁ ନିଲମ୍ୱିତ ମୟୂରଭଞ୍ଜ,ରାଇରଙ୍ଗପୁର

Aug 31, 2025 - 19:19
 0  155
ଜମଦା ତହସିଲଦାରଙ୍କୁ ନିଲମ୍ୱିତ  ମୟୂରଭଞ୍ଜ,ରାଇରଙ୍ଗପୁର

ମୟୂରଭଞ୍ଜ ଜିଲ୍ଲାର ଜମଦା ତହସିଲଦାର ମଧୁସ୍ମିତା ସିଂ ଙ୍କୁ ରାତି ଅଧିଆ ନିଲମ୍ବିତ କଲେ ରାଜ୍ଯ ସରକାର। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସମୟରେ ହୋଇଥିଲା ଦୁର୍ନୀତି ଅଭିଯୋଗ। ନିଲମ୍ୱିତ ପରେ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ଅଫିସ୍ ରେ ହାଜିରା ଦେବା ସହ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡ୍ କ୍ବାଟର ନ ଛାଡ଼ିବାକୁ ନିର୍ଦ୍ଦେଶ। ମାତ୍ର ଏହା ଏକ ସ୍ଵାଗତ ପଦକ୍ଷେପ ମୋହନସରକାର ର, ସବୁଠାରୁ ବଡ ପ୍ରଶ୍ନବାଚି ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟର ଯଥା କୃଷି ବିଭାଗ,ଉଦ୍ୟାନ ବିଭାଗ, ଜିଲ୍ଲାମୁଖ୍ୟ ଚିକିତ୍ସାଳୟ,ଜିଲ୍ଲା ଶିକ୍ଷା ଅଧିକାରୀ ଅଫିସ ତଥା ଏହିପରି ବ୍ଲକ, ତହସିଲ ପରି ଅନ୍ୟାନ୍ୟ କିଛି ଅଫିସ ମାନଙ୍କରେ ଦୀର୍ଘଦିନ ଧରୀ କାର୍ଯ୍ୟାରତ କିଛି କିରାନି ଓ ସେକସନ ଅଫିସରମାନଙ୍କ ଯଥା ଶୀଘ୍ର ବଦଳୀ ପାଇଁ ଦାବୀ ହେଉଛି ବୁଦ୍ଧିଜୀବି ମହିଲରେ ଏହାଦ୍ଵାରା ଦୂର୍ଗୀତି ରୋକାଯାଇପାରି ବୋଲି ବୁଦ୍ଧି ଜୀବି ଓ ଶିକ୍ଷାବିତ ତଥା ଆମଜନତା ମତ ପ୍ରକାଶ କରିଛନ୍ତି । ମୋହନ ସରକାରରେ ଏହା ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଉ,

 ମୟୁରଭଞ୍ଜ, ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ