ଛୁଆ ସହ ବାପା ରାସ୍ତା ଉପରେ ବାଇକ୍ ଦୁର୍ଘଟଣା

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ୨୬ ଜାତୀୟ ରାଜପଥ ଉପରେ ଜଣେ ଅଜଣା ବ୍ୟକ୍ତି ଏକ ବାଇକ୍ ଗାଡ଼ି ନମ୍ବର OD08 G 1102 ଗାଡ଼ି ରେ ତାଙ୍କ ନିଜ ଛୁଆ ଝିଅ କୁ ଧରି ଆସୁଥିବା ସମୟରେ ଅଚାନକ ରାସ୍ତା ଉପରେ ବାଇକ୍ ପଡ଼ି ବ୍ୟକ୍ତି ଗୁରୁତର ଅବସ୍ଥାରେ ମୁଁହ ଫାଟି ରକ୍ତ ବହୁଥିବା ବେଳେ ଝିଅ ସୁରକ୍ଷିତ ରହିଥିଲା । ସୂଚନା ମୁତାବକ ନିକଟସ୍ଥ ତୁନ ଗାଁ ର ବଳି ପ୍ରକାଶ ପାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଆସି ବ୍ୟକ୍ତି ଙ୍କ ସମ୍ପର୍କୀୟ ଙ୍କୁ ଜନେଇ ବାପା ଓ ଝିଅ ଙ୍କୁ ୧୦୮ ଆମ୍ବୁଲାନ୍ସରେ କୋକସରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଛି ।
କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.
What's Your Reaction?






