।। ଛାତ୍ରଛାତ୍ରୀ ଙ୍କୁ ପିଟିଲା ମଦୁଆ: ସ୍କୁଲ ଭିତରକୁ ପଶି ଆସି ।।

Jan 15, 2024 - 21:01
 0  13
।। ଛାତ୍ରଛାତ୍ରୀ ଙ୍କୁ ପିଟିଲା ମଦୁଆ: ସ୍କୁଲ ଭିତରକୁ ପଶି ଆସି ।।

ବଲାଙ୍ଗୀର ଜିଲ୍ଲା,ମୁରିବାହାଲ ବ୍ଲକ ବାଙ୍କେଲ ସରକାରୀ ସ୍କୁଲ ଭିତର କୁ ପଶି ଜଣେ ମଦୁଆ 15 ରୁ 16 ଜଣ ଛାତ୍ରଛାତ୍ରୀ ଙ୍କୁ ପିଟିଥିବା ଅଭିଯୋଗ ହେଇଚି ! ଆଜି ଦିନ ଦି ପହର ରେ ସ୍କୁଲ ଭିତରେ ପଶି ପିଟିଥିବା ଅଭିଯୋଗ ହେଇଚି ! ମଦୁଆ ଙ୍କ ମାଡ଼ ରେ ୬ ଜଣ ଛାତ୍ରଛାତ୍ରୀ ଗୁରୁତର ଥିବା ବେଳେ ସେମାନଂକୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଟିଟିଲାଗଡ଼ ଡାକ୍ତର ଖାନା ରେ ଭର୍ତି କରା ଯାଇଛି ! ଏବେ ମଦୁଆ ଟି ଘଟଣା ସ୍ଥଳରୁ ଫେରାର ହୋଇଥିବାର ଜଣାପଡିଛି ।ଏ ନେଇ ଶିକ୍ଷକ ମାନେ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ କରୁ ଥିବାର ଜଣା ପଡିଛି ।

ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ