।। ଖବର ପ୍ରକାଶ ପରେ ତତ୍ପରତା ।।

Sep 22, 2024 - 10:38
 0  167
।। ଖବର ପ୍ରକାଶ ପରେ ତତ୍ପରତା ।।

ବରୀ ବ୍ଲକ୍ ପୂର୍ଭ ବିଭାଗ ଅଧୀନରେ ଥିବା ବରୀମାଉଣ୍ଡଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇଥିବା ନେଇ ଖବର ପ୍ରକାଶ ପରେ ଏହାର ମରାମତି ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ରାସ୍ତା ଉପରେ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ମାତ୍ର ଦୀର୍ଘଦିନ ଧରି । ଏହି ରାସ୍ତାରେ ବହୁ ଗର୍ଭ ସୃଷ୍ଟି ହେବା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏନେଇ ସ୍ଥାନୀୟ ଲୋକେ ଯାଜପୁର ଜିଲାପାଳଙ୍କ ଲାପାଳଙ୍କ ଠାରୁ ଆରମ୍ଭ କରି ପୂର୍ବ ବିଭାଗର ଭାଗର ବରିଷ୍ଠ ଅଧିକାରୀଙ୍କ ନିକଟରେ ଲିଖିତ ଓ ମୌଖ୍କ ଅଭିଯୋଗ କରିଥିଲେ ହେଁ ଏହାର କୌଣସି ସୁଫଳ ମିଳି ନ ଥିଲା। ‘ପୂର୍ତ୍ତ ବିଭାଗ ରାସ୍ତା ବିପର୍ଯ୍ୟସ୍ତ ଶୀର୍ଷକ ଖବର ପ୍ରକାଶ ପର୍ଯ୍ୟନ୍ତ ରାସ୍ତାର ଉପରେ ଥିବା ପୂର୍ବରୁ ଥ‌ିବା ରାସ୍ତା। ପାଇଥିଲା। ଏହାପରେ ପୂର୍ତ୍ତ ବିଭାଗ ତରଫରୁ ବରୀ ମାଉଣ୍ଡଠାରୁ ଦରଘା ଗୋଟିଏ କଡ଼କୁ ସମ୍ପ୍ରସାରଣ କରାଯିବା ସହ ରାସ୍ତା ଖାଲଖମାକୁ ତୁରନ୍ତ ମରାମତି କରାଯିବାକୁ ପଦକ୍ଷେପ ନିଆଯ ନିଆଯାଇଛି ବୋଲି ସହକାରୀ ଯନ୍ତ୍ରୀ ଅରବିନ୍ଦ ଅରବିନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ବର୍ଷାଋତୁ ଚାଲିଥିବାରୁ ରାମତି ପରେ ରାସ୍ତା। ମରାମ ମରାମତି କାର୍ଯ୍ୟ ବ୍ୟାଘାତ ହୋଇପାରେ। କିନ୍ତୁ ଦୁର୍ଗାପୂଜା ପୂର୍ବରୁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ସମସ୍ତ ରାସ୍ତା ମରାମତି କରାଯିବ ବୋଲି ସେ ମତ ରଖୁଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ