।। କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ।।

Sep 26, 2024 - 20:02
 0  13
।। କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ।।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ରେ ଅନୁଷ୍ଠିତ କରାଯାଇଛି,ସରକାରୀ ଉନ୍ନତିଉଚ୍ଚ ବିଦ୍ୟାଳୟ ପେଟା ରେ ଆଜି ବାର୍ଷିକ କ୍ରୀଡା ଉତ୍ସବ ପାଳନ କରାଯାଇଛି,କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି,ପାଳନ କରିଥିଲେ, ପେଟା ଜିପି ଓ ଡାବୁଗୁଡା ଜିପି, ଏହି ଦୁଇଟି ପଞ୍ଚାୟତ ର ଶିକ୍ଷାକ ଶିକ୍ଷାତ୍ରୀ ଏକାଠିହଇ , ଖେଳ କୁଦ ଅନ୍ତର୍ଭୁକ୍ତ କରାଯାଇଛି, ଆଜି ସ୍ଥାନୀୟ ପେଟା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ତରଫରୁ ବାର୍ଷିକ କ୍ରୀଡା ଉତ୍ସବ ପାଳନ କରାଯାଇତିଲା, ପେଟା ଓ ଡାବୁଗୁଡା 2ଟି ବିଦ୍ୟାଳୟ ସମସ୍ତ ପ୍ରଧାନ ଶିକ୍ଷାକ ଙ୍କ ସହ 8ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି ଖେଳର ଭାଗନେହିଁ ଥିଲେ ସୂଂଚିସୁତା,ଚାମଚ ବାଟି,କୁଞ୍ଚିଖେଲ, ବଳବାଲ୍ଟି, ଏବଳୀ ଅନେକ ଖେଳ କୁଦ କରାଯାଇଥୀଲା,ଡେ଼ଞ୍ଚକଣ୍ଟିସନ ବୀ ହେଇଥିଲା, ଖେଳରେ, ଯିଏ ପାଷ୍ଟ,ସେକଣ୍ଡ, ତାର୍ଡ, ରେ ଥୀଲା ଛାତ୍ର ଛାତ୍ରୀ ଙ୍କୁ ପୁରୁଷ୍କାର ମଧ୍ୟ୍ୟ ଦିଆଗଲା,ଡାବୁଗୁଡା ଜିପି ର ଉଚ୍ଚ ବିଦ୍ୟାଳୟ ର ଓଡିଶା ଲୋକନୃତ୍ୟ ଡେ଼ଞ୍ଚ ଗୁରୁଫ୍ ପ୍ରତମ ସ୍ଥାନ ପାଇଲେ, ପୁରୁଷ୍କାର ନେଲେ,ଏହି 2ଟି ପଞ୍ଚାୟତ ର ଶିକ୍ଷକ ଶିକ୍ଷାତ୍ରୀ ସହ ସ୍ଥାନୀୟ ସମିତିସଭ୍ୟ ଭଲଵଦ୍ର ପୁକିଆ ମଧ୍ୟ୍ୟ ଉପସ୍ଥିତ ରହିଲା,ସ୍ଥାନୀୟ ଜନସାଧାରଣ ସମସ୍ତେ ଉପସ୍ଥିତ ରହିଲେ,ତାଙ୍କ ସହ,ହାଟପେଟା ର ଶହୀଦ ଲକ୍ଷ୍ମମଣ ନୟକ,ଉଇଥିକ୍ଲବ ଗୁରୁଫ୍ ରୁ ସଦୟ ମଧ୍ୟ୍ୟ ହେଲ୍ପ କରୁଥିଲେ 1/ବାଇଟ -କାଳିଚରଣ ପଟନାୟକ 2/ବାଇଟ -ନୀଳମଣି ନାୟକ 3/ବାଇଟ-ମନଜ୍ଜ କୁମାର ସୁଆହିଁ ।

ଲମତାପୁଟ ସୁବାଷ ମାଳି ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ