କୋଷାଗୁମୁଡା ପ୍ରେସ କ୍ଳବ ର ବନ୍ଧୁମିଳିନ କାର୍ଯ୍ୟକ୍ରମ ଅନୁଷ୍ଠିତ

Feb 4, 2026 - 19:57
 0  30
କୋଷାଗୁମୁଡା ପ୍ରେସ କ୍ଳବ ର ବନ୍ଧୁମିଳିନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୪.୦୨.୨୦୨୬ରିଖ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ର ସନ୍ତୋଷପୁର ପଞ୍ଚାୟତ ର ଡ଼ଙ୍ଗରିଗୁଡା ଠାରେ କୋଷାଗୁମୁଡା ବ୍ଳକ ପ୍ରେସ କ୍ଳବ ର ପ୍ରଥମ ଥର ବନ୍ଧୁମିଳିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ତିନିଦଳ ର ରାଜନେତା, ବ୍ଳକ ର ବିଭିନ୍ନ ବିଭାଗର ଅଧିକାରୀ ଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏହି ପରିପ୍ରେକ୍ଷୀରେ ବ୍ଳକ ଚେୟାରମ୍ୟାନ ସର୍ବେଶ୍ୱରୀ ମାଝୀ, ନବରଙ୍ଗପୁର ସାଂସଦ ପ୍ରତିନିଧି-ସୁରେଶ ପାତ୍ର, ବିଜେପି ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସ,ସମାଜସେବୀ ବଦ୍ରିନାରାୟଣ ସିଂ,ହରିବନ୍ଧୁ ମାଝୀ,ଲକ୍ଷ୍ମଣ ପୂଜାରୀ, ଭୁବନେଶ୍ୱର ନାୟକ,କେ ଏନ ରାଜୁ,ସଂଜୀବ ବିଶୋଇ, ଧନୁର୍ଜୟ ବିଶୋଇ,ପଦ୍ମସାଇ ମାଳି,ବାବୁଲି ବାଘ, ଯୁଗଧର ହରିଜନ,ବିଡ଼ିଓ ଆଶିଷ ତ୍ରିପାଠୀ,ବ୍ଳକ କନିଷ୍ଠ ଯନ୍ତ୍ରୀ, ପିଇଓ, କୃଷିଅଧିକାରୀ, ପ୍ରାଣୀ ଚିକିତ୍ସକ,ଥାନାଧିକାରୀ,ଏସ ଆଇ,ମୃତ୍ତିକା ସରଣକ୍ଷଣ ଅଧିକାରୀ ଙ୍କ ସହ କୋଷାଗୁମୁଡା ବ୍ଳକ ର ବିଭିନ୍ନ ଗଣମାଧ୍ୟମ ର ସାମ୍ବାଦିକ ମାନେ ଉପସ୍ଥିତ ରହି ବହୁ ସୁନ୍ଦର ଭାବରେ ଅନୁଷ୍ଠିତ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ