।। କୋଟି କୋଟି ଟଙ୍କାର ଲଞ୍ଚ ଖତ ଖାଉଛି:ସରକାରଙ୍କ ଦୃଷ୍ଟି ନାହିଁ ।।

Jul 19, 2024 - 16:41
 0  114
।। କୋଟି କୋଟି ଟଙ୍କାର ଲଞ୍ଚ ଖତ ଖାଉଛି:ସରକାରଙ୍କ ଦୃଷ୍ଟି ନାହିଁ ।।

ଯାଜପୁର ତା:-୧୯/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ଏହା ଯାଜପୁର_ଜିଲ୍ଲା ବରୀ ବ୍ଲକ ର ଚିତ୍ର ଯେଉଁଠି ରାଜ୍ୟ ସରକାର ଙ୍କର କୋଟି କୋଟି ଟଙ୍କାର ଲଞ୍ଚ ଶୁଖିଲା ରେ ପଡି ଖତ ଖାଉଛି ।ପ୍ରଶ୍ନ ଉଠୁଛି ବରୀ ବ୍ଲକ ଏକ ବନ୍ୟା ପ୍ରବଣ ଅଞ୍ଚଳ ବନ୍ୟା ପାଇଁ ଜିଲ୍ଲାପାଳ ମହୋଦୟ ନିକଟ ରେ ଏକ ସମୀକ୍ଷା ବୈଠକ କରିଥିଲେ ହେଲେ ଏ ବିଭାଗ ର ଅଧିକାରୀ ମାନେ କେବେ ସଜାଗ ହେବେ ତା ସହ ଏହା ପ୍ରତି ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଆକର୍ଷଣ କରି ଏହାକୁ ପୁନର୍ବାର କାର୍ଯ୍ୟକାରୀ କରାଯାଉ ବୋଲି ଅଞ୍ଚଳବାସୀ କହିଛନ୍ତି ।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ