।। କୁମ୍ଭୀକଟା ପଞ୍ଚାୟତରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ।।

Aug 21, 2024 - 18:38
 0  11
।। କୁମ୍ଭୀକଟା ପଞ୍ଚାୟତରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ।।

ଆଜି ତାରିଖ ୨୧ ଅଗଷ୍ଟ 2024 ସକାଳ 6 ଘଣ୍ଟିକା ଠାରୁ ସନ୍ଧ୍ୟା 6 ଘଣ୍ଟିକା ପର୍ଯ୍ୟନ୍ତ କୁମ୍ଭୀକଟାର ସମସ୍ତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମିଳିତ ଭାବରେ ଭାରତ ବନ୍ଦ ଡାକରା ଦେଇଥିଲେ , SC, ST ଙ୍କର ସଂରକ୍ଷଣ ଉପରେ ଯେଉଁ ଉପବର୍ଗୀକରଣ ଓ କ୍ରିମି୍ଲେୟର ରାଜ୍ୟ ମାନଙ୍କରେ ଲାଗୁକରିବାପାଇଁ ରାୟ ଦେଶର ସମସ୍ତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଙ୍କ ମଧ୍ୟରେ ଗଟିଏ ଅସନ୍ତୋଷ ଓ ଅସ୍ଥିର ସୃଷ୍ଟି କରିଛି, ପୂର୍ବଭଳି ଯେମିତି SC, ST ମାନଙ୍କ ପାଇଁ ସଂରକ୍ଷଣ ଥିଲା ସେହିପରି ସମାନ ରହିବା ପାଇଁ ରାଜ ରାସ୍ତାରେ ଟାୟାର ଜାଳି ସ୍ଵରଉତ୍ତଳନ କରଥିଲେ, କୁମ୍ଭୀକଟାର ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ସମସ୍ତ ଯାତାୟାତ ମଧ୍ୟ ବନ୍ଦ କରାଯାଇଥିଲା |

 ରାୟଗଡା ରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ First news odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ