।। କମ୍ପିଲା କଦ୍ରୁ ମାଳି:ମା ମାଟି ସୁରକ୍ଷା ମଞ୍ଚ, କଳାହାଣ୍ଡି ଓ ରାୟଗଡା ।।

Jun 16, 2024 - 20:50
 0  46
।। କମ୍ପିଲା  କଦ୍ରୁ ମାଳି:ମା ମାଟି ସୁରକ୍ଷା ମଞ୍ଚ, କଳାହାଣ୍ଡି ଓ ରାୟଗଡା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଂଚାୟତ, ଅଧିନସ୍ତ କଦ୍ରୁ ମାଳି ଠାରେ ଆଜି ଏକ ବିରାଟ ବଡ଼ ସଂଗ୍ରାମୀ ସଭା ଅନୁଷ୍ଠିତ ହୋଇ ଥିଲା, ଏହି ସଭାରେ, ଆୟୋଜକ ଥିଲେ ହୀରାମଲ ନାଏକ, ଓ ପୂଜାରୀ ମାଝୀ ଏବଂ ତାଙ୍କ ସାଥି ମାନେ କାନ୍ତିଲାଲ, ଜଳେଶ୍ୱର, ଓ ଏହି ସଭରେ ନିୟମଗିରି ସଂଘଟନ ର ରାଜକିଶୋର ସୁନାନୀ ଓ ଛନ୍ଦନ ବୀର ଉପେନ୍ଦ୍ର ଦ୍ରାବିଡ଼ ସହଯୋଗ କରିଥିଲେ ଏବଂ ସମସ୍ତେ ଧରଣୀ ମାଟିକୁ ରଜ ଅବସରରେ ବଜ୍ର ଶପଥ ନେଲେ, ବେଦାନ୍ତ ହେଉ କି ଅଦାନୀ ହେଉ ଆମ ଭିଟା ମା ମାଟିକୁ ବହୁ ମୁଖି କମ୍ପାନୀ ହାତ ରେ ଦେବୁ ନାହିଁ ବୋଲି ଶପଥ ନେଇଥିଲେ l ଏହାକୁ ନେଇ କଣ କହୁଛନ୍ତି ଶୁଣିନେବା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ