କଟକ ଚାଉଳିଆଗଞ୍ଜ ଥାନା ବ୍ୟାରେକ୍ ରେ ପୋଲିସ ହାବିଲଦାର ତ୍ରିଲୋଚନ ସେଠୀ ମୃତ

Aug 31, 2024 - 19:08
 0  176
କଟକ ଚାଉଳିଆଗଞ୍ଜ ଥାନା ବ୍ୟାରେକ୍ ରେ ପୋଲିସ ହାବିଲଦାର ତ୍ରିଲୋଚନ ସେଠୀ ମୃତ

ଯାଜପୁର ଜିଲ୍ଲା ବରୀ ବ୍ଲକ ନେଉଳା ଗ୍ରାମର ଶରତ ସେଠୀ ଙ୍କ ପୁଅ ତ୍ରିଲୋଚନ ୨୦୦୮ ରୁ ଷଷ୍ଠ ବାଟାଲିୟନ ରେ ସିପାହୀ ଭାବେ କାର୍ଯ୍ୟ କରି ଆସୁଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ