।। ଓଡିଶା ର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ।।

Sep 28, 2023 - 17:29
 0  23
।। ଓଡିଶା ର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ।।

ଲାଞ୍ଜିଗଡ(କରାପୁଟ ୧ମ ଖବର)ନିଜ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ କିଏ ସାଉକରଙ୍କ ଆକ୍ରୋଶ ରେ ଶିକାର ହେଉଛନ୍ତି ତୋ କିଏ ମୃତ୍ୟୁ ମୁଖରେ ପଡ଼ି ନିଜ ପରିବାର ହରାଉଛନ୍ତି l ସେହି ପରି ଆଜି ଜଣେ ଦାନ ଶ୍ରମିକଙ୍କ ପେଟ ପାଟଣା ପାଇଁ ସଦର ବ୍ଲକ ଯୁଗସାଇପାଟଣା ପଞ୍ଚାୟତ ଅନ୍ତର୍ଗତ ସଲପାଙ୍ଗ ଗ୍ରାମର ବିଗ୍ନ ମାଝୀ (ବୟସ) ୩୩ ବୋଲି ଜଣାପଡୁଛିl ସୂଚନା ଅନୁସାରେ ପେଟ ପାଟଣା ପାଇଁ ବିଗ୍ନ ମାଝୀ ତାମିଲନାଡୁ କାଇମ୍ବୋଟର ଟ୍ରେନଟେସନ ଓଲ୍ଲାଇ ବସ ଷ୍ଟେସନ କୁ ଚାଲି ଚାଲି ଯାଉଥିଲେ ହେଲେ ହଟାତ ବିଦ୍ୟୁତ ସମ୍ପର୍ଶରେ ଆସିଥିଲେ ବିଗ୍ନ ମାଝୀ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟି ଥିଲା l ମୃତ୍ୟୁ ଦେହକୁ କୋଇମ୍ବୋତର ପୋଲିସ ଉଦ୍ଧାରକରୀ କଲାପରେ ବିଗ୍ନ ମାଝୀ ଙ୍କୁ ଯାଞ୍ଚ କଲା ପରେ ପକେଟରୁ ଗୋଟିଏ କାଗଜରେ ଅନେକ ଲୋକ ଙ୍କ ମୋବାଇଲ ନମ୍ବର ଥିଲା ସେହି ନମ୍ବର ପରିବାର ଲୋକଙ୍କୁ ଜାଗାଯୋଗ କରି ଥିଲା କୋଇମ୍ବୋତର ପୋଲିସ l ପରିବାର ଲୋକେ ଖବର ପାଇ କଳାହାଣ୍ଡି ସଦର ପୋଲିସ ଓ ଶ୍ରମ ବିଭାଗ କୁ ଘଟଣା ସମ୍ପର୍କ ଜଣାଥିଲେ ଜଣାଇ ଲା ପରେ ପ୍ରଶାସନ ପକ୍ଷରୁ ମୃତ ବିଗ୍ନ ମାଝୀ ଙ୍କୁ ଆଣିବା ପାଇଁ ପରିବାର କୁ ଆଶ୍ୱାସନା ଦେଇଥିଲେ ଓ ମୃତ୍ୟୁ ଦେହ କୁ ତାମିଲନାଡୁ କୋଇମ୍ବୋତର ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲେ l ମୃତ ଦେହ ଆଣିବା ପରେ ଗାଁ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା l

 କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଶ୍ରୀ ସାଗର ବେନାଲ ଙ୍କ ରିପୋର୍ଟ ( କରାପୁଟ ୧ମ ଖବର )|

What's Your Reaction?

Like Like -1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ