ଓଡ଼ିଶାରେ କୁଡୁମି ସେନା ପକ୍ଷରୁ ଏସ ଟି ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ରାସ୍ତାରୋକ ଓ ଭଞ୍ଜ ପୁର ଠାରେ ରେଳରୋକ

Sep 21, 2025 - 14:40
 0  64
ଓଡ଼ିଶାରେ କୁଡୁମି ସେନା ପକ୍ଷରୁ ଏସ ଟି ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ରାସ୍ତାରୋକ ଓ ଭଞ୍ଜ ପୁର ଠାରେ ରେଳରୋକ

ଓଡ଼ିଶାରେ କୁଡୁମି ସେନା ପକ୍ଷରୁ ଏସ ଟି ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ରାସ୍ତାରୋକ ଓ ଭଞ୍ଜ ପୁର ଠାରେ ରେଳରୋକ । ଚଳିତ ନଭେମ୍ବର ମାସ ୨୧ ତାରିଖରେ ରବିବାର ଦିନ ସକାଳୁ ମୟୁରଭଞ୍ଜର ସଦର ମହକୁମା ବାରିପଦା ଠାରେ ଏସ ଟି ମାନ୍ୟତା ଦାବି ଜୋର ଧରିଛି,କୁଡ଼ୁମି ମହିଳା ରାଜ୍ୟସଭାପତି ସବିତା ମହାନ୍ତଏବଂ ଓଡ଼ିଶା କୁଡୁମି ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ ଙ୍କ ନେତୃତ୍ଵରେ ବାରିପଦା ଠାରେ ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ତିତ ରହି ରେଳରୋକ ହୋଇଛି ଏବଂ ଏସଟି ମାନ୍ୟତା ଦାବି ନେଇ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲା ପାଳଙ୍କୁ ପ୍ରଦାନ କରାଯାଇଛି, ଏହାକୁ ମହନ ସରକାର ଗ୍ରହଣ କରି ଏସଟି ମାନ୍ୟତା ପ୍ରଦାନ କରିବେବୋଲି ବିଶ୍ୱାସ ରଖିଛନ୍ତି ।

ପୂ୍ର୍ବ ବିଜେଡି ସରକାର ଏମାନଙ୍କୁ ଲଲିପୋପ ଦେଖାଇ ଦେଖାଇ ଦିର୍ଘଦିନ ରଖିଥିଲେ, ଫଳରେ,ଏହି କୁଡ଼ୁମି ସମାଜ ବିଜେଡି ସରକାରକୁ ପରାଜୟର ସାମନା କରାଇଥିଲେ। ଏବଂ ବିଜେପି ର ଡବଲ ଇଞ୍ଜିନ ସରକାରକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ତେଣୁ ସରକାର କୁଡ଼ୁ ମି ସଂପ୍ରୟ କୁ ଏସଟି ମାନ୍ୟତା ଦିଅନ୍ତୁ, ନ ହେଲେ ଆଗାମି ଦିନରେ ଆନ୍ଦଳନ ଜୋର ଧରିବ ବୋଲି ସରକାରଙ୍କୁ ଚେତାବନି ଦେଇଛନ୍ତି ।

ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ