ଇଲୀ ସାହୁଙ୍କର ସଡ଼କ ଦୁର୍ଘଟଣା ରେ ଦେହାନ୍ତ

Aug 26, 2024 - 18:21
 0  299
ଇଲୀ ସାହୁଙ୍କର ସଡ଼କ ଦୁର୍ଘଟଣା ରେ ଦେହାନ୍ତ

ବରୀ ଅଞ୍ଚଳର ଯୁବ ପରିବା ବ୍ୟବସାୟୀ ଇଲୀ ସାହୁଙ୍କର ସଡ଼କ ଦୁର୍ଘଟଣା ରେ ଦେହାନ୍ତ ଯୋଗୁଁ ପାରିବା ବ୍ୟବସାୟୀ ସଂଘ ପକ୍ଷରୁ ଆଜି ସୋମବାର୍ ଦିନ ୧୧ ଟା ପର୍ଯ୍ୟନ୍ତ ବରୀ ପରିବାହାଟ ବନ୍ଦ୍ ରହିଥଲା. ରାମଚନ୍ଦ୍ର ବେହେରା (ସଭାପତି )ଉପସଭା ପତି ବିଜୟ କୁମାର ଜେନା ,ସହିତ କିଛି ପରିବା ବେପାରୀ ଯୋଗ ଦେଇଥିଲେ ବୋଇକୁଣ୍ଠ ଜେନା ,କୂଳମଣି ଦେଓ, ଇସାରା ଭୂଇଁଆ ,ପ୍ରଶାନ୍ତ ଦାସ, ଉପସ୍ଥିତ ଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ