।। ଅଯୋଧ୍ୟାରେ ରାମ ଙ୍କ ପ୍ରାଣପ୍ରତିଷ୍ଠା ଅବସରରେ ଗୋପାଳପୁର ରାମ ମନ୍ଦିରରେ ପୂଜା ଅନୁଷ୍ଠିତ ।।

ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନିର୍ମାଣାଧୀନ ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ଦିନ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ମଧ୍ୟ ରାମ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ପୂଜକ ଶ୍ରୀ ଶିବରାମ ନାୟକ, ସମାଜସେବୀ ଦୁର୍ଯ୍ୟୋଧନ ନାୟକ,ଥବୀର ନାଏକ,ଚୈତନ୍ୟ ନାୟକ,ସତ୍ୟ ନାୟକ,ବଲ୍ଲଭ ନାୟକଙ୍କ ସମେତ ବହୁତ ଭକ୍ତ ଉପସ୍ଥିତ ରହିଥିଲେ।
ଥୁଆମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରପୁଟ ପ୍ରଥମ ଖବର
What's Your Reaction?






